Browsing Tag

home remedies

ପାଦ ତଳେ ଜଳାପୋଡ଼ା ଅନୁଭବ କରୁଛନ୍ତି କି? ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

କେବେ କେବେ ହାତ ଏବଂ ପାଦର ତଳ ଭାଗରେ ଜଳାପୋଡ଼ା ଅନୁଭବ ହୋଇଥାଏ। ସାଧାରଣତଃ ଗରମ ଦିନେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ। ବେଳେ ବେଳେ ଅତ୍ୟଧିକ କାମ କରି ଦୁର୍ବଳ ଲାଗିବା କାରଣରୁ ପାଦ ତଳ ଜଳାପୋଡ଼ା ହୋଇଥାଏ। ଶରୀରରେ ପାଣିର ଅଭାବ କିମ୍ବା ରକ୍ତ ସଂଚାର ସଠିକ୍‌ ଭାବେ ନହେବା ଦ୍ୱାରା କିମ୍ବା…

ଶୀତରେ କେଶ ଝଡ଼ିବା ସମସ୍ୟା ଅଧିକ ଦେଖାଯାଉଛି କି? ତେବେ ଆପଣାନ୍ତୁ ଏହିସବୁ ଘରୋଇ ଉପଚାର

ଶୀତ ଋତୁର ମଜା ବଡ଼ ନିଆରା । କାରଣ ସ୍ୱାଦିଷ୍ଟ ଖାଇବା ଏବଂ ଆଳସ୍ୟର ଆନନ୍ଦ ଶୀତ ଦିନେ ନିଆଯାଇଥାଏ । ଏସବୁ ମଧ୍ୟରେ ଶୀତ ଦିନେ ଥଣ୍ଡା-କାଶ ଠାରୁ ଆରମ୍ଭ କରି ତ୍ୱଚା ଏବଂ କେଶ ସମ୍ପର୍କିତ ସମସ୍ୟା ମଧ୍ୟ ଦେଖାଯାଇଥାଏ। ଏହି ଦିନରେ କେଶ ନିଜର ସୌନ୍ଦର୍ଯ୍ୟ ହରାଇଥାଏ। ଏହି କାରଣରୁ କେଶରେ ଅଧିକ…

ପ୍ରାଇଭେଟ୍‌ ପାର୍ଟରେ ପିମ୍ପଲ ଉଠୁଛି କି, ଜାଣନ୍ତୁ କେମିତି କରିବେ ଏହାର ଚିକିତ୍ସା

ଖରା, ଗରମ, ଧୂଳି, ଧୂଆଁ ଯୋଗୁ ମୁହଁରେ ବ୍ରଣ ଉଠିବା ଏକ ସାଧାରଣ କଥା। ମାତ୍ର ବେଳେବେଳେ ପ୍ରାଇଭେଟ୍‌ ପାର୍ଟରେ ବି ପିମ୍ପଲ ଉଠେ। ଯୋନିରେ ଉଠୁଥିବା ଏହି ବ୍ରଣ ଯୋଗୁ ବସାଉଠା କରିବା ବେଳେ ବହୁ ସମସ୍ୟା ଦେଖାଦିଏ। ଆପଣ ବି ଯଦି ଏହି ସମସ୍ୟା ଭୋଗୁଛନ୍ତି ତେବେ ଆଉ ଚିନ୍ତା କରନ୍ତୁନି। କାରଣ…

ନାକ ଓ ଗାଲରେ ଥିବା ହ୍ଵାଇଟହେଡ୍ସ ସମସ୍ୟାରୁ ରାତାରାତି ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପାୟ

ମୁହଁରେ ଛୋଟ ଦାଗଟିଏ ସମସ୍ତ ସୁନ୍ଦରତା ଖରାପ କରିଦିଏ। ଦାଗଯୁକ୍ତ ଚେହେରା ଯୋଗୁ ବେଳେ ଲୋକହସା ହେବାକୁ ବି ପଡ଼ିଥାଏ। ଏଣୁ ସମସ୍ତେ ଦାଗମୁକ୍ତ ତଥା ଗୋରା ତ୍ୱଚା ଚାହିଁଥାନ୍ତି। କିନ୍ତୁ ବର୍ତ୍ତମାନର ପରିବର୍ତ୍ତିତ ଲାଇଫଷ୍ଟାଇଲ ଓ ଖାଦ୍ୟପେୟ ଯୋଗୁ ବ୍ରଣ, ବ୍ଲାକହେଡ୍ସ, ହ୍ଵାଇଟହେଡ୍ସ ସମସ୍ୟା…

ଘରେ ଦିଅନ୍ତୁ କର୍ପୂର ଧୂଆଁ, ଭଣଭଣ ହେଉଥିବା ମାଛିଙ୍କୁ ଛୁମନ୍ତର କରିଦେବ ଏହି ଘରୋଇ ଉପାୟ, ନିଶ୍ଚିତ କରନ୍ତୁ ଚେଷ୍ଟା

ଅନେକ ସମୟରେ ଦେଖାଯାଏ, ଘରେ କୌଣସି ମିଠା ଜିନିଷ ତଳେ ପଡ଼ିଗଲେ ମାଛି ଭଣଭଣ ହୋଇଥାନ୍ତି। କିନ୍ତୁ ଏମିତିରେ ବର୍ଷାଦିନେ ହିଁ ମାଛି ଅଧିକ ସଂଖ୍ୟାରେ ଦେଖାଯାନ୍ତି। ସମସ୍ତେ ଜାଣନ୍ତି, ମାଛି କୌଣସି ଖାଦ୍ୟ ଜିନିଷ ଉପରେ ବସିଲେ, ଆଉ ଆମେ ସେହି ଖାଦ୍ୟ ଖାଇଲେ ଶରୀରକୁ ରୋଗ ଜୀବାଣୁ ପ୍ରବେଶ…

ୟୁରିନାରୀ ଟ୍ରାକ୍ଟ ଇନ୍‌ଫେକ୍ସନ୍‌ରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର, ତୁରନ୍ତ ମିଳିବ ଆରାମ

ୟୁରିନାରୀ ଟ୍ରାକ୍ଟ ଇନ୍‌ଫେକସନ୍‌ ଏକ ସାଧାରଣ ସମସ୍ୟା। ପୁରୁଷଙ୍କ ତୁଳନାରେ ଅଧିକାଂଶ ମହିଳା ଏହି ରୋଗର ଶିକାର ହୋଇଥାନ୍ତି। ଏକ ରିପୋର୍ଟ ମୁତାବକ ଅପରିଷ୍କାର ବାଥ୍‌ରୁମ୍‌ ବ୍ୟବହାର କରିବା ଯୋଗୁ ୫୦ ପ୍ରତିଶତ ମହିଳାଙ୍କୁ ୟୁରିନ୍‌ ଇନ୍‌ଫେକସନ୍‌ ହୋଇଥାଏ। ଆସନ୍ତୁ ଜାଣିବା ୟୁରିନାରୀ…

ଆପଣଙ୍କ ଆଖିତଳେ ପିଗମେଣ୍ଟେସନ ଚିହ୍ନ ପଡିଛି କି? ଏହି ଉପାୟରେ କରନ୍ତୁ ଦୂର

ମହିଳାମାନେ ଯେତେବେ ବି ନିଜ ତ୍ୱଚାରେ ଯତ୍ନ ନେଲେ ମଧ୍ୟ ଆଖିତଳ କଳାଦାଗ ସେମାନଙ୍କର ଦେଖିବାକୁ ମିଳିଥାଏ। ଯାହା ସେମାନଙ୍କର ସୁନ୍ଦରତା ଛଡାଇନିଏ। ଏମିତି ଏକ ସମସ୍ୟା ହେଉଛି ପିଗମେଣ୍ଟେସନ ସ୍ପଟ ବା ଚିହ୍ନ। ଏହା ଅଧିକାଂଶ ସମୟରେ ଆଖି ତଳେ ଦେଖିବାକୁ ମିଳିଥାଏ। ଏହା ଆଖି ତଳ କଳା ପଡିବା ଏବଂ…

ମୁହଁରେ ଦାଗ, ବ୍ରଣ ନେଇ ଚିନ୍ତିତ ଅଛନ୍ତି କି ? ତେବେ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ଏହି ଘରୋଇ ଫେସ ପ୍ୟାକ

ସକାଳୁ ଉଠିବା ପରେ ଯଦି ଆମେ ନିଜ ମୁହଁ ଦର୍ପଣରେ ଦେଖିଥାଉ । ଆଉ ଏହି ସମୟରେ ଯଦି ନିଜ ମୁହଁ ଖୁବ ସତେଜ ଦେଖାଯାଏ, ତେବେ ଦିନଟା ଯେମିତି ସୁରୁଖୁରୁରେ ବିତିଯାଏ । କିନ୍ତୁ ଯଦି ଯଦି ସକାଳେ ମୁହଁ ଦେଖୁଥିବା ବେଳେ ଯଦି କୌଣସି ଦାଗ ବ୍ରଣ ନଜର ଆସେ, ତେବେ ମୁଡ ଯେମିତି ପୁରାପୁରି ବିଗିଡି ଯାଏ ।…

ପୁରୁଣାରୁ ପୁରୁଣା ଘା’ ଦାଗ ବି ହୋଇଯିବ ଗାଏବ, ଟ୍ରାଏ କରନ୍ତୁ ଏହି ଘରୋଇ ଉପଚାର

ପିଲାବେଳେ କିଛି ଖଣ୍ଡିଆଖାବରା ହେଲେ ତାହାର ଦାଗ ବଡ଼ ହେଲା ପରେ ବି ରହିଯାଏ। ବେଳେବେଳେ ଏହି ଦାଗ ବହୁତ ଖରାପ ଦିଶେ। ମୁହଁରେ ଯଦି କିଛି ଦାଗ ଥାଏ ତେବେ ତାହା ମୁହଁକୁ ଅସୁନ୍ଦର କରିଦିଏ। ଏହାର ପ୍ରଭାବ ପର୍ସନାଲିଟି ଉପରେ ବି ପଡ଼େ। ଖାସ୍‌ କରି ଯଦି ଏହି ଦାଗ ବେକ ଆଖପାଖ କିମ୍ବା ଗାଲରେ ଥାଏ।…

ତେଲିଆ ନାକ ପାଇଁ ଚିନ୍ତାରେ ରହୁଛନ୍ତି କି ? ଏହି ଘରୋଇ ଉପାୟରେ ଦୂର କରନ୍ତୁ ସମସ୍ୟା

ଯୁବତୀ ହୁଅନ୍ତୁ ଅବା ଯୁବକ ସମସ୍ତେ ନିଜର ସୁନ୍ଦରତାକୁ ନେଇ ବେଶ୍‌ ଚିନ୍ତିତ ଥାଆନ୍ତି। ପ୍ରତ୍ୟେକ ଲୋକ ନିଜର ସୁନ୍ଦରତା ବଜାୟ ରଖିବା ପାଇଁ ବିଭିନ୍ନ ପ୍ରସାଧନ ସାମଗ୍ରୀ ଉପରେ ମଧ୍ୟ ନିର୍ଭର କରନ୍ତି। କିନ୍ତୁ ଚେହେରାର ସୁନ୍ଦରତା ପାଇଁ ଆମକୁଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।…

ଅଣ୍ଟା ଯନ୍ତ୍ରଣା ସମସ୍ଯା ଦୂର କରିବା ପାଇଁ ଏହିସବୁ ଜିନିଷକୁ ଡାଏଟ୍ ରେ କରନ୍ତୁ ସାମିଲ, ତୁରନ୍ତ ମିଳିବ ଆରାମ

ଅଣ୍ଟା ଯନ୍ତ୍ରଣା ସମସ୍ଯା କୌଣସି ସମୟରେ କାହାକୁ ବି ହୋଇପାରେ। ଅଣ୍ଟାରେ ଯନ୍ତ୍ରଣା ହେବା କାରଣରୁ ଉଠିବା, ବସିବା ଏବଂ ଶୋଇବାରେ ମଧ୍ଯ ସମସ୍ଯାର ସାମ୍ନା କରିବାକୁ ପଡିଥାଏ। ଏହି କାରଣରୁ କେବେ କେବେ ଅସହ୍ଯ ଯନ୍ତ୍ରଣା ମଧ୍ଯ ହୋଇଥାଏ। ଅଣ୍ଟା ବିନ୍ଧା ସମସ୍ଯା ଅନେକ କାରଣରୁ ହୋଇପାରେ। ଯେପରି…

କାନ ବନ୍ଦ ହୋଇଯାଇଥିଲେ କିମ୍ବା ପବନ ପଶିଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ସଙ୍ଗେ ସଙ୍ଗେ ଖୋଲିଯିବ

କାନ ବନ୍ଦ ହୋଇଯାଇଥିଲେ କିମ୍ବା ପବନ ପଶିଥିଲେ କେତେ ଯନ୍ତ୍ରଣା ହୁଏ ତାହା କେବଳ ଜଣେ ଭୁକ୍ତ ଭୋଗୀ ହିଁ ଜଣେ। ଏଣୁ ନିୟମିତ ସମୟ ବ୍ୟବଧାନରେ କାନ ସଫା କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। କିନ୍ତୁ ବେଳେବେଳେ ଯେତେ ସଚେତନ ରହିଲେ ବି ଗାଧୋଇବା ବେଳେ କାନରେ ପାଣି ପଶି ବନ୍ଦ ହୋଇଯାଏ। ଯାହା…