Browsing Tag

homemade khoya

ବଜାରରୁ ଆଣିବା ପରିବର୍ତ୍ତେ ପାର୍ବଣରେ ଘରେ ପ୍ରସ୍ତୁତ କରନ୍ତୁ ଖୁଆ, ବନାଇବାବହୁତ ସହଜ

ପାର୍ବଣର ଋତୁ ଚାଲିଛି, ଘରେ ମିଠା ପିଠାର ଆସର ଜମିଛି। ଏହି ସମୟରେ ଖୁଆର ଚାହିଦା ବହୁତ ଅଧିକ। ଆପଣଙ୍କୁ ଖୁଆ ସହଜରେ ମିଳିଯାଇଥାଏ କିନ୍ତୁ ଏହା ଶୁଦ୍ଧ ହୋଇନଥାଏ। ଏମିତିରେ ଆପଣଙ୍କ ପାଇଁ ବହୁତ ଭଲ ହେବ ଯଦି ଆପଣ ବାହାରୁ କିଣିବା ବଦଳରେ ଘରେ ଖୁଆ ପ୍ରସ୍ତୁତ କରିବେ । ତେବେ ଆସନ୍ତୁ ଜାଣିବା…