Below header
Browsing Tag

honey trapped

ପ୍ରଥମେ ଫେସବୁକରେ ଫ୍ରେଣ୍ଡସିପ୍, ସମ୍ପର୍କ ଘନିଷ୍ଠ ହେବା ପରେ ଅସଲ ଖେଳ

କେନ୍ୟୁଜ୍(ବ୍ୟୁରୋ):  ଖୋଲୁଛି ଇରାନୀ ଗ୍ୟାଙ୍ଗର ହନିଟ୍ରାପ ଗୁମର । ଲମ୍ବୁଛି ଅଭିଯୋଗର ତାଲିକା । ମାୟାଜାଲରେ ଫସିଥିଲେ ଡାକ୍ତର, ବଡ଼ବଡ଼ ବ୍ୟବସାୟୀ, ବିଲଡର ଓ ଛାତ୍ର । ସମସ୍ତଙ୍କୁ ଫସାଇବା ତରିକା ଥିଲା ସମାନ । ପ୍ରଥମେ ଫେସବୁକରେ ଫ୍ରେଣ୍ଡସିପ୍ । ତାପରେ ନମ୍ବର ଦିଆନିଆ । ସମ୍ପର୍କ…

ଡିଆରଡିଓ ତଥ୍ୟ ଲିକ୍ ମାମଲା: ସାମ୍ନାକୁ ଆସିଲା ରାଜସ୍ଥାନ ଲିଙ୍କ; ଇଞ୍ଜିନିୟରିଂ କର୍ମଚାରୀଙ୍କୁ ଫଶାଇଥିଲା ରହସ୍ୟମୟୀ…

ଚାନ୍ଦିପୁର (କେନ୍ୟୁଜ): ବହୁଚର୍ଚ୍ଚିତ ଚାନ୍ଦିପୁର ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ନୂଆ ଟ୍ଵିଷ୍ଟ । ଓଡ଼ିଶା ପରେ ସାମ୍ନାକୁ ଆସିଲା ରାଜସ୍ଥାନ ଲିଙ୍କ । ଯୋଧପୁରର ଜଣେ ଚତୃର୍ଥ ଶ୍ରେଣୀ କର୍ମଚାରୀ ଯୁବକଙ୍କୁ ଫାସରେ ପକାଇଛି ମହିଳା । ମିଲେଟ୍ରି ଇଂଜିନିୟରିଂ ସର୍ଭିସର ହେଉଛନ୍ତି ଯୁବକ।…

DRDO ବୈଜ୍ଞାନିକଙ୍କୁ ଅପହରଣ: ୩ ଗିରଫ, ୨ ଫେରାର

ନୂଆଦିଲ୍ଲୀ: ନୋଏଡାରେ ଏକ ଆଶ୍ଚର୍ଯ୍ୟଜନକ ଅପହରଣ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ୩୫ ବର୍ଷିୟ ଜଣେ ବୈଜ୍ଞାନିକଙ୍କୁ ଅପହରଣ କରାଯାଇ ନୋଏଡାର ଏକ ହୋଟେଲରେ ବନ୍ଦୀ କରି ରଖାଯାଇଥିଲା । ଏହି ଅପହରଣରେ ୫ଜଣ ବ୍ୟକ୍ତି ସାମିଲ ରହିଥିବା ବେଳେ ସେମଧ୍ୟରୁ ଜଣେ ମହିଳା ହୋଇଥିବାର ସୂଚନା ମିଳିଛି ।…

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ପଡିଲା ମହଙ୍ଗା, ହନିଟ୍ରାପ୍‌ରେ ଫସି ୭ ଭାରତୀୟ ନୌସେନା ଯବାନ ଗିରଫ

କେନ୍ୟୁଜ୍(ବ୍ୟୁରୋ): ଧଳା ୟୁନିଫର୍ମରେ ଲାଗିଲା ଦାଗ । ଗମ୍ଭୀର ଅଭିଯୋଗରେ ଫସିଲେ ୭ ନୌସେନା ଯବାନ । ପାକିସ୍ତାନ ପାଇଁ ଗୁଇନ୍ଦା କାର୍ଯ୍ୟରେ ଲିପ୍ତ ଥିବାକୁ ନେଇ ୭ ଭାରତୀୟ ନୌସେନା ଯବାନ ଗିରଫ । ଆନ୍ଧ୍ରପ୍ରଦେଶ ପୋଲିସ ପାକିସ୍ତାନୀ ଗୁଇନ୍ଦା ରାକେଟର ପର୍ଦାଫାଶ କରିଛି । ସଫଳ ହେଲା…

ପାକିସ୍ତାନର କଳା କାରନାମା , ଭାରତୀୟ ଯବାନଙ୍କୁ ପ୍ରେମଜାଲରେ ଫସାଇ ଗୁପ୍ତ ତଥ୍ୟ ନେଉଥିଲେ ମହିଳା ISI ଏଜେଣ୍ଟ

ରାଜସ୍ଥାନ : ପୁଣି ସାମ୍ନାକୁ ଆସିଲା ପାକିସ୍ତାନର କଳା କାରନାମା । ଭାରତୀୟ ଯବାନଙ୍କୁ ପ୍ରେମ ଜାଲରେ ଫସାଇ ଗୁପ୍ତ ତଥ୍ୟ ନେଉଥିଲେ ମହିଳା ISI ଏଜେଣ୍ଟ । ଆଉ ଦେଶ ପ୍ରତି ବିଶ୍ବାସ ଘାତକତା କରିଥିବାରୁ ଗିରଫ ହୋଇଛନ୍ତି ସୋମବୀର ସିଂହ ନାମକ ଜଣେ ଭାରତୀୟ ଯବାନ୍ । ରାଜସ୍ଥାନର ଜୈସଲମେରରେ…