Browsing Tag

hostel student

ଭୋକରେ ଶତାଧିକ ଛାତ୍ରୀ: କାନ୍ଦି କାନ୍ଦି ପହଞ୍ଚିଲେ ବ୍ଲକ ଅଫିସ୍‌, ବଖାଣିଲେ ହଷ୍ଟେଲର ଦୁରବସ୍ଥା

ମୟୂରଭଞ୍ଜ (କେନ୍ୟୁଜ): ଖାଇବାକୁ ମିଳିଲାନି ବୋଲି ବ୍ଲକ କାର୍ଯ୍ୟାଳୟ ଆଗରେ କାନ୍ଦି କାନ୍ଦି ପହଞ୍ଚିଲେ ହଷ୍ଟେଲ ଛାତ୍ରୀ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଠାକୁରମୁଣ୍ଡାରେ ଥିବା ସମ୍ମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା…

ରାତିରେ ଝରକା ଡେଇଁ ଜିଲ୍ଲାପାଳଙ୍କୁ ଭେଟିବାକୁ ପାରଳାଖେମୁଣ୍ଡି ପହଁଚିଲେ ୪୫ ଛାତ୍ର

ଗଜପତି(କେନ୍ଯୁଜ୍): ହଷ୍ଟେଲ ଛାଡିଲେ ୪୫ ଛାତ୍ର। ଗଜପତି ଜିଲ୍ଲା ମହେଦ୍ରଗଡ କାର୍ତ୍ତିକ ଗମାଙ୍ଗାମ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରୁ ୪୫ଜଣ ଛାତ୍ର ରାତିରେ ଝରକା ଡେଇଁ ବାହାରକୁ ଆସିଛନ୍ତି। ଜିଲ୍ଲାପାଳଙ୍କୁ ଭେଟିବାକୁ ପାରଳାଖେମୁଣ୍ଡିରେ ସକାଳୁ ପହଞ୍ଚିଥିଲେ। ଏହି ୪୫ଜଣ ଛାତ୍ର ମହେନ୍ଦ୍ରଗଡରୁ…

ରାୟଗଡ଼ା : ଆଦିବାସୀ କଲ୍ୟାଣ ବିଭାଗ ଅଧିନ ବିଲେଶୁ ହାଇସ୍କୁଲର ୪୦ଜଣ ଅନ୍ତେବାସୀ ଛାଡିଲେ ହଷ୍ଟେଲ

ରାୟଗଡ଼ା(କେନ୍ୟୁଜ୍): ପୁଣି ହଷ୍ଟେଲ ଛାଡିଲେ ଛାତ୍ର । ରାୟଗଡ଼ା ଜିଲ୍ଲାର ଆଦିବାସୀ କଲ୍ୟାଣ ବିଭାଗ ଅଧିନରେ ଥିବା ବିଲେଶୁ ହାଇସ୍କୁଲରେ ନବମ ଶ୍ରେଣୀର ୪୦ଜଣ ଅନ୍ତେବାସୀ ହଷ୍ଟେଲ ଛାଡିଛନ୍ତି । ସ୍କୁଲରେ ପିଲାଙ୍କ ପାଇଁ ଶୌଚାଳୟର ଅଭାବ ସହ ପିଲାଙ୍କୁ ଠିକ୍‌ ଭାବେ କମ୍ପ୍ୟୁଟର ଶିକ୍ଷା…