Browsing Tag

how teacher hoisted tri colour

ଦେଶ ପ୍ରେମ ଓ କର୍ତ୍ତବ୍ୟବୋଧର ଉଦାହରଣ ଲାଲୁ ସାର, ଜୀବନକୁ ବାଜି ଲଗାଇ ନଦୀ ପାରି ହୋଇ କଲେ ପତାକା ଉତ୍ତୋଳନ

ଆଜି ସାରା ଦେଶ ଉତ୍ସବ ମୁଖର ୭୩ତମ ସ୍ୱାଧୀନତା ଦିବସ ଉତ୍ସବ ପାଳନକୁ ନେଇ । ହେଲେ କିଛି ବନ୍ୟା ପ୍ରଭାବିତ ଅଞ୍ଚଳରେ ଉତ୍ସାହରେ ଟିକେ ଭଟ୍ଟା ପଡ଼ିଛି । ଜଳବନ୍ଦୀ ଥିବା ଅଞ୍ଚଳରେ ସ୍କୁଲ ଛୁଟି କରି ଦିଆଯାଇଛି । ଯାହାଫଳରେ ସେଠାରେ ପାଳନ କରାଯାଇ ନାହିଁ ସ୍ୱାଧୀନତା ଦିବସ । ହେଲେ ଏଭଳି ସ୍ଥିତିରେ…