Browsing Tag

hsc examination

ମାଟ୍ରିକ ଅଫଲାଇନ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ, ରେଗୁଲାର ପିଲାଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର

କଟକ(କେନ୍ୟୁଜ୍‌): ମାଟ୍ରିକ ଅଫ୍‌ଲାଇନ ପରୀକ୍ଷାରେ ଘଟିଛି ବିଭ୍ରାଟ ।କଟକ ବୋର୍ଡ ହାଇସ୍କୁଲରେ ମାଟ୍ରିକ ଅଫଲାଇନ ପରୀକ୍ଷା ଚାଲିଥିବା ବେଳେ ଆଜି ଥିଲା ବିଜ୍ଞାନ ପେପର ପରୀକ୍ଷା । ଆଜି ଗୋଟିଏ ହଲରେ ଥିବା ୨୦ ଜଣ ରେଗୁଲାର୍ ପରୀକ୍ଷାର୍ଥୀଙ୍କୁ ଏକ୍ସ-ରେଗୁଲାର୍ ପ୍ରଶ୍ନ ଦିଆଯାଇଥିଲା ।…