Browsing Tag

hum hindustani

ଲତା ମଙ୍ଗେସକର, ଅମିତାଭ ବଚ୍ଚନ, ସୋନୁ ନିଗମ ‘ହମ୍‌ ହିନ୍ଦୁସ୍ତାନୀ’ ପାଇଁ ଗାଇଲେ ଏକାଠି

ମୁମ୍ବାଇ :  ବଲିଉଡର ଏହି ୧୫ ଜଣ ବରିଷ୍ଠ କଳାକାରମାନେ ପ୍ରଥମଥର ପାଇଁ ଏକ ଦେଶଭକ୍ତି ସଂଗୀତ ଗାଇଛନ୍ତି । ଲତା ମଙ୍ଗେସକର, ଅମିତାଭ ବଚ୍ଚନ, ପଦ୍ମିନୀ କୋଲ୍ହାପୁରୀ, ଅନୀଲ ଅଗ୍ରଓ୍ଵାଲ୍‌, ସୋନୁ ନିଗମ, କୈଳାସ ଖେର, ଅଲକା ୟାଗ୍ନିକ ଓ ସବୀର କୁମାର ଏହି ଦେଶ ଭକ୍ତି ସଂଗୀତରେ କଣ୍ଠ ଦାନ…