ହେ ପ୍ରଭୁ, ତୁମକୁ ବି ଛାଡିଲେନି ! ମନ୍ଦିର ହୁଣ୍ଡିରୁ ମିଳିଲା ୧୦୦ କୋଟିର ଚେକ୍, କିନ୍ତୁ ଆକାଉଣ୍ଟରେ ମିଳିଲା ମାତ୍ର…
ଭଗବାନଙ୍କୁ ବି ଠକିଦେଲା ଭକ୍ତ । ଭଗବାନଙ୍କୁ ୧୦୦ କୋଟି ଟଙ୍କାର ଚେକ୍ ଦାନବାକ୍ସରେ ଦେଇଆସିଥିଲେ ଭକ୍ତ । ମନ୍ଦିର ପ୍ରଶାସନ ପକ୍ଷରୁ ଚେକ୍କୁ ନେଇ ବ୍ୟାଙ୍କ ସହିତ ସଂପର୍କ କରିବା ପରେ ଆକାଉଣ୍ଟରେ ଯେତିକି ଟଙ୍କା ଥିଲା ତାହା ଜାଣିବା ପରେ ସମସ୍ତଙ୍କ ହୋସ ଉଡିଯାଇଥିଲା । ୧୦୦ କୋଟି ଟଙ୍କାର…