Browsing Tag

husband kill wife

ପତ୍ନୀଙ୍କୁ ହତ୍ୟା କରିବା ପରେ ସ୍ୱାମୀ ଶଳାକୁ ଫୋନ କଲା କହିଲା ଆସ୍‌ ତୋ ଭଉଣୀକୁ ମାରିଦେଇଛି ନେଇଯିବୁ

ମୁଁ ତୁମ ଭଉଣୀକୁ ହତ୍ୟା କରିଛି, ଆସି ତା’ର ଅନ୍ତିମ ସଂସ୍କାର କର। ପତ୍ନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଶଳାକୁ ଫୋନ କରି ଏକଥା କହିବା ପରେ ଶାଶୁଘର ଲୋକେ ଆଶ୍ଚର୍ଯ୍ୟ। ପତ୍ନୀଙ୍କୁ ହତ୍ୟା କରିବାର ଏହି ଘଟଣାଟି ବିହାରର ଦରଭଙ୍ଗାର। ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଫେରାର…

ପାରିବାରିକ କଳହର କରୁଣ ପରିଣତି, ମଦ୍ୟପ ସ୍ୱାମୀ ନେଲା ସ୍ତ୍ରୀର ଜୀବନ

ନବରଙ୍ଗପୁର(କେନ୍ଯୁଜ୍): ପାରିବାରିକ କଳହର କରୁଣ ପରିଣତି। ମଦ୍ୟପ ସ୍ୱାମୀ ନେଲା ସ୍ତ୍ରୀର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି , ନବରଙ୍ଗପୁର ଜିଲ୍ଲା କୋଶାଗୁମୁଡ଼ା ଥାନା ଅନ୍ତର୍ଗତ ଉମରଗାଁରେ। ଗ୍ରାମର ବନମାଳୀ ଭତ୍ରା ତାଙ୍କ ସ୍ତ୍ରୀ ବୁଦମଣି ଭତ୍ରା କୁ ହତ୍ୟା କରିଥିବାର ଅଭିଯୋଗ ଆସିଛି…