Browsing Tag

hybrid electric tactical vehicle

ଡିଫେନ୍ସ ଫୋର୍ସରେ ଯୋଡ଼ି ହେବାକୁ ଯାଉଛି ହାଇବ୍ରିଡ ଇଲେକଟ୍ରିକ ବାହନ, ଚାର୍ଜ କରିବାର ନାହିଁ ଟେନସନ୍‌

ଦୁନିଆରେ ଏବେ ଇଲେକଟ୍ରିକ ଗାଡ଼ିର କ୍ରେଜ ବଢ଼ିବାରେ ଲାଗିଛି। ଯଦି ଆପଣ ତେଲ ଦରର ମାଡ଼ରୁ ନିଜକୁ ବଞ୍ଚେଇବାକୁ ଚାହୁଁଛନ୍ତି। ତେବେ ଇଲେକଟ୍ରିକ ବାହନ ଆପଣଙ୍କ ପାଇଁ ଭଲ ବିକଳ୍ପ ହେବ। ଏବେ ପର୍ଯ୍ୟନ୍ତ ଆମେ ଆପଣଙ୍କୁ ବିଭିନ୍ନ ପ୍ରକାର ଇଲେକଟ୍ରିକ ଗାଡି ସମ୍ପର୍କରେ ତାଜା ଅପଡେଟ ଦେଇ ଆସିଛୁ।…