Browsing Tag

illegal cracker

କେନ୍ଦ୍ରାପଡ଼ାରେ ବାଣ ଗୋଦାମରେ ଚଢଉ, ଲକ୍ଷାଧିକ ଟଙ୍କାର ବାଣ ଜବତ

କେନ୍ଦ୍ରାପଡ଼ା(କେନ୍ୟୁଜ୍): କେନ୍ଦ୍ରାପଡ଼ାରେ ଲକ୍ଷାଧିକ ଟଙ୍କାର ବାଣ ଜବତ। ଏକ ବାଣ ଗୋଦାମ ଉପରେ ଚଢଉ କରି ବାଣ ଜବତ କରିଛି କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ। ନସଡିପୁର ଠାରେ ରାକେଶ ସିଜନ ହାଉସ ଉପରେ ଅଚାନକ ଚଢଉ କରିଥିଲା ପୋଲିସ। ସେଠାରେ ବିଭିନ୍ନ ବାଣ ତିଆରି ସାମଗ୍ରୀ ଓ ବିଭିନ୍ନ…

ଦୀପାବଳି ପୂର୍ବରୁ ଭୁବନେଶ୍ୱର ୟୁନିଟ୍‌-୧ ମାର୍କେଟରେ ରେଡ୍‌, ଲକ୍ଷାଧିକ ଟଙ୍କାର ବାଣ ଜବତ

ଭୁବନେଶ୍ୱର(କେନ୍ୟୁଜ୍): ଦୀପାବଳି ପୂର୍ବରୁ ବାଣ ଦୋକାନରେ ଚଢାଉ । ଭୁବନେଶ୍ୱର ୟୁନିଟ୍‌-୧ ମାର୍କେଟରେ ରେଡ୍‌ କରିଛି କ୍ୟାପିଟଲ ଥାନା ପୋଲିସ । ବିନା ଅନୁମତିରେ ବେଆଇନ ବାଣ ବିକ୍ରି ହେଉଥିବା ଖବର ମିଳିବା ପରେ ଚଢଉ ହୋଇଛି । ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ପୋଲିସ୍ ।

କଟକ: ଦୀପାବଳି ପୂର୍ବରୁ ବେଆଇନ୍‌ ବାଣ କାରଖାନା ଉପରେ ପୋଲିସର ଚଢ଼ାଉ, ୫ ଟ୍ରକରୁ ଅଧିକ ବିସ୍ଫୋରକ ସାମଗ୍ରୀ ଜବତ

କଟକ(କେନ୍ୟୁଜ୍): ଦୀପାବଳି ପୂର୍ବରୁ ବେଆଇନ୍‌ ବାଣ କାରଖାନାରେ କମିସନରେଟ୍‌ ପୋଲିସର ଚଢ଼ାଉ । କଟକ ଚୌଦ୍ୱାର ଥାନା ଅଞ୍ଚଳରେ ପୋଲିସ ଅତର୍କିତ ଚଢ଼ାଉ କରି ୫ ଟ୍ରକରୁ ଊର୍ଦ୍ଧ୍ୱ ଦେଶୀ ବାଣ, ବାରୁଦ, ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ…