Browsing Tag

illegal encroachment

ଭୁବନେଶ୍ବର: ବସ ଷ୍ଟାଣ୍ଡ ନବକଳେବର ପାଇଁ ବରମୁଣ୍ଡାରେ ଜବର ଦଖଲ ଦୋକାନ ଉପରେ ପଡିଲା ଜେସିବି ପ୍ରହାର

କେନ୍ୟୁଜ୍ (ବ୍ୟୁରୋ):  ନୂଆ ରୁପରେ ଚମକିବ ବରମୁଣ୍ଡା ବସ ଷ୍ଟାଣ୍ଡ, ନବକଳେବର ପାଇଁ ରାଜ୍ୟ ସରକାର ୧୮୦ କୋଟି ଟଙ୍କା ବ୍ୟୟ କରି ରାଜ୍ୟର ସର୍ବବୃହତ ବସ ଟର୍ମିନାଲ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ବରମୁଣ୍ଡାରେ ଜବରଦଖଲ କରିଥିବା ଅନେକ ଦୋକାନକୁ ଭାଙ୍ଗି ଦେଇଛି ବିଏମସି। ଆଜି ମଧ୍ୟାହ୍ନରେ…

ଭାଙ୍ଗିଲା କମ୍ପ୍ୟୁଟର ବାବାଙ୍କ କଳା ସାମ୍ରାଜ୍ୟ, ବିରୋଧ କରିବାରୁ ବନ୍ଧା ହେଲେ ବାବାଙ୍କ ସମେତ ୭ ସହଯୋଗୀ

ରାଜନୈତିକ ସମ୍ପର୍କ ଯୋଗୁ ଚର୍ଚ୍ଚାରେ ଥିବା କମ୍ପ୍ୟୁଟର ବାବା ଓରଫ୍‌ ନାମଦେବ ଦାସ ତ୍ୟାଗୀଙ୍କ ଜମ୍ବୁଡ଼ି ହପ୍ସି ଗାଁରେ ସରକାରୀ ଜମିରେ ତିଆରି ହୋଇଥିବା ଆଶ୍ରମକୁ ରବିବାର ଦିନ ଭଙ୍ଗାଯାଇଛି। ଏ ଅବସରରେ ବିରୋଧ କରିଥିବା ବାବାଙ୍କ ସମେତ ୭ ଜଣଙ୍କୁ ପୋଲିସ ଧାରା ୧୫୧ ରେ ଗିରଫ କରିଛି।…