ଢେଙ୍କାନାଳ ଜିଲ୍ଲାର ବେଆଇନ ମୋରମ ଖନନକାରୀ ସଂସ୍ଥାକୁ ଏନଜିଟି ଛାଟ: ଫାଇନ ପଡିଲା ୫୩ ଲକ୍ଷ ଟଙ୍କା
କଟକ(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲାରେ ବେଆଇନ ମୋରମ ଖନନ ଅଭିଯୋଗ ସଂକ୍ରାନ୍ତ ପ୍ରସଙ୍ଗରେ ଶୁଣାଣି କରି ପରିବେଶ କ୍ଷତି ଭରଣା ପାଇଁ ସଂପୃକ୍ତ ଠିକା କମ୍ପାନୀକୁ ୫୩ ଲକ୍ଷ ଟଙ୍କା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲର ବିଭିନ୍ନ ଅଞ୍ଚଳରୁ କୁନାଲ…