Browsing Tag

Ils bhubaneswar

କରୋନା ଭୁତାଣୁ ଉପରେ ଗବେଷଣା କରୁଛି ଆଇଏଲ୍‌ଏସ୍‌, ଟୀକା ପ୍ରସ୍ତୁତ କରିବାରେ ହେବ ସହାୟକ

ଭୁବନେଶ୍ୱର(କେନ୍ୟୁଜ୍‌) : କରୋନା ଭାଇରସ୍‌ ଉପରେ ଗବେଷଣା ଆରମ୍ଭ କରିଛି ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ (ଆଇଏଲ୍‌ସ୍‌) । କରୋନା ରୋଗୀଙ୍କ ଠାରୁ ଭୁତାଣୁ ସଂଗ୍ରହ କରିବା ପରେ ଏହାକୁ କୃର୍ତ୍ତି୍ରମ ପରିବେଷ ବା ଭୁତାଣୁ କିଟ୍‌ସ୍‌ ମଧ୍ୟରେ କଲ୍‌ଚର୍‌ (ଗବେଷଣା)…