Browsing Tag

increase eye power

ଦୃଷ୍ଟି ଶକ୍ତି ବଢ଼ାଇବା ପାଇଁ ପିଅନ୍ତୁ ଏହି ଜୁସ୍

ଆଜିର ବ୍ୟସ୍ତବହୁଳ ଜୀବନରେ ଆମେ ନିଜର ଆଖିର ଯତ୍ନ କଥାକୁ ଭୁଲିଯାଉଛେ । ଖରାପ ଜୀବନଶୈଳୀ, ସନ୍ତୁଳିତ ଆହାର ନଖାଇବା ଏବଂ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ମୋବାଇଲରେ କାମ କରିବା ଫଳରେ ଆଖିକୁ କଷ୍ଟ ହେବା ସାଧାରଣ କଥା । ଅଧିକ ସମୟ ଧରି ସ୍କ୍ରିନକୁ ଦେଖିବା ଦ୍ୱାରା ଆମ ଆଖି ଉପରେ…