Browsing Tag

ind vs nz

ଦ୍ୱିତୀୟ ଟି ୨୦ ମ୍ୟାଚ ଜିତିଲା ପାଣ୍ଡ୍ୟା ବାହିନୀ, ୧୨୬ ରନରେ ଅଲଆଉଟ୍‌ ହେଲା ନ୍ୟୁଜିଲାଣ୍ଡ

ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଜିତିଲା ପାଣ୍ଡ୍ୟା ବାହିନୀ। ନ୍ୟୁଜିଲାଣ୍ଡକୁ ରନରେ ହରାଇଲା ଭାରତ। ୧୯୨ ରନ ବିଶାଳ ସ୍କୋରକୁ ଲକ୍ଷ୍ୟ ରଖି କିଓ୍ଵି ଦଳ ନିର୍ଦ୍ଧାରିତ ୧୮.୫ ଓଭରରେ ୧୨୬ ରନ୍‌ କରି ଅଲଆଉଟ୍‌ ହୋଇଛି। ଫଳରେ ଦ୍ୱିତୀୟ ଟି୨୦ ମ୍ୟାଚ୍‌ ୬୫ ରନରେ ଜିତିନେଇଛି ଭାରତ। ଫଳରେ ଭାରତ ସିରିଜ୧-୦ରେ…

ପୁଣି ଚମକିଲେ ସୂର୍ଯ୍ୟ, ଶତକ ମାରି ନ୍ୟୁଜିଲାଣ୍ଡକୁ ଦେଲେ ୧୯୨ ରନର ଟାର୍ଗେଟ

ଆଜି ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଚାଲିଛି ଦ୍ୱିତୀୟ ଟି-୨୦ ମ୍ୟାଚ୍‌। ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହେବା ପରେ ଉଭୟ ଦଳ ଆଜିର ମ୍ୟାଚରେ କଠିନ ପରିଶ୍ରମ କରୁଛନ୍ତି। ଦ୍ୱିତୀୟ ଟି-୨୦ ମ୍ୟାଚରେ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଆଉ ନ୍ୟୁଜିଲାଣ୍ଡ…

ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ମହାସମର: ବିସିସିଆଇର ଭରସାକୁ ବଜାୟ ରଖିବାକୁ ଶତ ଚେଷ୍ଟା କରିବେ ହାର୍ଦ୍ଦିକ ପାଣ୍ଡ୍ୟା

କେନ୍ୟୁଜ୍‌: ଆସନ୍ତାକାଲିଠାରୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ସିରିଜ । ସେଥିପାଇଁ ଉଭୟ ଦଳ ପ୍ରସ୍ତୁତ । କିଏ ପିନ୍ଧିବ ବିଜୟ ଟିକା, ହାର୍ଦ୍ଦିକ ପଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତୀୟ ଯୁବ ଟିମ୍ କିଓ୍ଵି ଦଳକୁ କେତେ ମାତ୍ରାରେ ଟକ୍କର ଦେବ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଟି-୨୦…

ଟି-୨୦ ସିରିଜ ପୂର୍ବରୁ ହାର୍ଦ୍ଦିକ ଏବଂ ଓ୍ଵିଲିୟମସନ ଚଲାଇଲେ ରିକ୍ସା, ଭିଡିଓ ଭାଇରଲ

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ସେମିଫାଇନାଲରୁ ବାହାର ହେବା ପରେ ନ୍ୟୁଜିଲାଣ୍ଡ ସହିତ ପ୍ରଥମ ସିରିଜ ଖେଳିବ ଭାରତ। ନ୍ୟୁଜିଲାଣ୍ଡ ମଧ୍ୟ ପାକିସ୍ତାନ ଠାରୁ ସେମିଫାଇନାଲରେ…

ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ, ରୋହିତ ତୁଲାଇଲେ ତାଙ୍କ ଦାୟିତ୍ୱ ଆଉ ଏବେ ରାହାଣେ ଓ ବିରାଟଙ୍କ ପାଳି

ଟିମ୍‌ ଇଣ୍ଡିଆ ଟି-୨୦ ସିରିଜ ଜିତିବା ପରେ ଆସନ୍ତା ୨୫ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ। ସେଥିପାଇଁ ସୋମବାର ଉଭୟ ଟିମ୍‌ର ଖେଳାଳି…

ଆଜି ଭାରତ ଓ ନ୍ୟୁଜିଲାଣ୍ଡ ତୃତୀୟ ଟି-୨୦: ସମ୍ମାନ ବଞ୍ଚାଇବା ପାଇଁ ଖେଳିବ ନ୍ୟୁଜିଲାଣ୍ଡ

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ଆଜି ନ୍ୟୁଜିଲାଣ୍ଡ ସହିତ ତୃତୀୟ ଟି-୨୦ ମ୍ୟାଚ ଖେଳିବ। ଟିମ୍‌ ଇଣ୍ଡିଆ ଏହି ସିରିଜରେ ୨-୦ ବିଜୟ ହାସଲ କରିଛି। ଆଜିର ମ୍ୟାଚକୁ କ୍ଲିନ ସୁଇପ ଲକ୍ଷ୍ୟରେ ରହିବ ଟିମ୍‌ ଇଣ୍ଡିଆ। ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଟି-୨୦ ବିଶ୍ବକପ୍…

ଟି-୨୦ ବିଶ୍ୱକପରେ ନିରାଶଜନକ ପ୍ରଦର୍ଶନକୁ ଭୁଲି ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇପାରେ ଟିମ୍‌ ଇଣ୍ଡିଆ !

ଆଇସିସି ଟି-୨୦ ବିଶ୍ୱକପ୍‌ରେ ନିରାଶଜନକ ପ୍ରଦର୍ଶନକୁ ଭୁଲି ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ଖେଳିବ ଟିମ୍‌ ଇଣ୍ଡିଆ। ଆଜିର ମ୍ୟାଚରେ ଦମଦାର ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ଏହି ସିରିଜରୁ ୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଭାରତର ପ୍ରସ୍ତୁତି ଅଭିଯାନ ଆରମ୍ଭ…

ବିରାଟ କିମ୍ବା ରୋହିତ ନୁହେଁ ପ୍ରଥମ ଟେଷ୍ଟ ମ୍ୟାଚର ମଙ୍ଗ ଧରିବେ ରାହାଣେ, ବିସିସିଆଇ ଘୋଷଣା କଲା ଟିମ୍‌ ଇଣ୍ଡିଆ

ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଘୋଷଣା ହୋଇସାରିଛି। ବିରାଟ ପ୍ରଥମ ମ୍ୟାଚରେ ବିଶ୍ରାମ ନେବେ ତେଣୁ ଟିମ୍‌ ଇଣ୍ଡିଆର ଭାର ସମ୍ଭାଳିବେ ଆଜିଙ୍କ୍ୟ ରାହାଣେ। ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ଶୁକ୍ରବାର ପ୍ରେସ ବିଜ୍ଞପ୍ତି ଜାରି କରି…

କୋହଲି କ୍ୟାମ୍ପ ପାଇଁ ବାଜି ପଲଟିବ କି ? ନ୍ୟୁଜିଲାଣ୍ଡକୁ ମାତ ଦେବା ପାଇଁ ନୂଆ ପ୍ଲାନ୍‌ କରିଛି ଟିମ୍‌ ଇଣ୍ଡିଆ

ଆଜି ଟି-୨୦ ବିଶ୍ୱକପରେ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଏହି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । କାରଣ ଉଭୟ ଦଳ ନିଜର ପ୍ରଥମ ମ୍ୟାଚ ପାକିସ୍ତାନଠୁ ପରାସ୍ତ ହୋଇଛନ୍ତି । ତେଣୁ ବିଶ୍ୱକପରେ ନିଜ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛନ୍ତି ଏହି ଦୁଇ ଦଳ । ପ୍ରଥମ ମ୍ୟାଚରେ ପାରମ୍ପରିକ…

ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ଟି-୨୦ ମ୍ୟାଚ୍‌, ଯିଏ ଜିତିବ ସେ ସେମିରେ ଏଣ୍ଟ୍ରି ମାରିବ

ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପ୍‌ ମୁକାବିଲା । ଉଭୟ ଟିମ ପାଇଁ କର ବା ମର ସ୍ଥିତି । ପ୍ରଥମ ମ୍ୟାଚରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ୧୦ ଓ୍ଵିକେଟରେ ହରିବା ପରେ ଭାରତ ଚିନ୍ତାରେ ରହିଛି। ସେହିପରି ନ୍ୟୁଜିଲାଣ୍ଡ ମଧ୍ୟ ପାକିସ୍ତାନ ଠାରୁ ହାର ଗ୍ରହଣ କରିସାରିଛି।…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ, ୭ ଓ୍ଵିକେଟ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ । ନ୍ୟୁଜିଲାଣ୍ଡଠାରୁ ୭ ଓ୍ଵିକେଟ୍‌ରେ ହାରିଲା ଭାରତ । ଏହି ବିଜୟ ସହ ଦୁଇ ଟିକିଆ ସିରିଜ୍‌କୁ ୦-୨ରେ ହାଇଟ୍‌ଓ୍ଵାସ୍‌ କରିଛି ନ୍ୟୁଜିଲାଣ୍ଡ । ପ୍ରଥମ ମ୍ୟାଚ୍‌ରେ ଭାରତ ୧୦ ଓ୍ଵିକେଟ୍‌ରେ ହାରିଥିଲା । ନ୍ୟୁଜିଲାଣ୍ଡ ଗସ୍ତରେ…

ଆଜି ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି୨୦, ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୪-୦ର ଅଗ୍ରଣୀ ହାସଲ…

କେନ୍ୟୁଜ୍: ଆଜି ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ପଞ୍ଚମ ତଥା ଶେଷ ଟି-୨୦ । ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୪-୦ର ଅଗ୍ରଣୀ ହାସଲ କରିସାରିଛି ଭାରତ । ଲଗାତର ୪ଟି ମ୍ୟାଚ୍ ଜିତି ସାରିଥିବା ଭାରତର ଲକ୍ଷ୍ୟ ଏବେ ସିରିଜକୁ ହ୍ଵାଇଟ ୱାସ୍ କରିବା । ତେଣୁ ଭାରତ ବିଜୟ ଧାରା ବଜାୟ…