Browsing Tag

IND vs SL

ହିଟ୍‌ମ୍ୟାନ ରୋହିତ ଶର୍ମାଙ୍କ ଛକାରେ ଫାଟିଲା ଯୁବକଙ୍କ ନାକ ହାଡ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିଅମରେ ଚାଲିଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ। ଦୁଇ ଦିନ ଖେଳ ସରିବା ପରେ ଟିମ୍‌ ଇଣ୍ଡିଆ ବିଜୟ ଦ୍ୱାର ଦେଶରେ ପହଞ୍ଚିଛି। ତା’ଛଡା ଅଧିନାୟକ ରୋହିତ ଶର୍ମା ମଧ୍ୟ ଜବରଦସ୍ତ ଫର୍ମରେ ରହିଛନ୍ତି। ଏହି ଟେଷ୍ଟରେ ସବୁକିଛି ଟିମ୍‌ ଇଣ୍ଡିଆ…

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ୫୭୪ ରନ୍‌ରେ ପ୍ରଥମ ଇନିଂସ ଘୋଷଣା କଲା ଟିମ୍‌ ଇଣ୍ଡିଆ, ଶ୍ରୀଲଙ୍କା ୧୦୮/୪

ମୋହାଲିରେ ଚାଲିଛି ଭାରତ- ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ୍‌। ପ୍ରଥମ ଟେଷ୍ଟ ମ୍ୟାଚରେ ଦ୍ୱିତୀୟ ଦିନ ଲଞ୍ଚ ପରେ ୮ ଓ୍ଵିକେଟ ବିନିମୟରେ ଟିମ୍‌ ଇଣ୍ଡିଆ ୫୭୪ ରନ୍‌ କରି ଇନିଂସ ଘୋଷଣା କରିଛି। ଟିମ୍‌ ଇଣ୍ଡିଆ ଇଂନିସ ଘୋଷଣା କରିବା ଯୋଗୁଁ ଜାଡେଜା ଦ୍ୱିତୀୟ ଶତକରୁ ବଞ୍ଚିତ ହୋଇଛନ୍ତି। ଜାଡେଜା…

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଜାଡେଜା ମାରିଲେ ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ସେଞ୍ଚୁରୀ, ଇଣ୍ଡିଆ ୪୬୮/୭

ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଶତକ ମାରିଛନ୍ତି। ବିରାଟଙ୍କ ୧୦୦ତମ ମ୍ୟାଚରେ ଇଣ୍ଟରନ୍ୟାସନାଲ କ୍ୟାରିଅରରେ ସବୁଠାରୁ ବଡ ଇନିଂସ ଖେଳିଛନ୍ତି ଜାଡେଜା। ବାମ ହାତୀ ବ୍ୟାଟ୍ସମ୍ୟାନ ପ୍ରଥମ ଟେଷ୍ଟରେ ୧୬୦ ବଲରେ ୧୦ଟି ଚଉକା ମାରି ନିଜର…

ଭେଙ୍କଟେଶ ଆୟରଙ୍କ ପ୍ରାଇଭେଟ ପାର୍ଟରେ ବାଜିଲା ବଲ୍‌, ଯନ୍ତ୍ରଣାରେ ଛଟପଟ ହୋଇ ମଧ୍ୟ ଧରିଲେ କ୍ୟାଚ୍‌: ଦେଖନ୍ତୁ ଭିଡିଓ

ଟିମ୍‌ ଇଣ୍ଡିଆ ଧର୍ମଶାଳାରେ ତୃତୀୟ ଟି-୨୦ ମ୍ୟାଚ ଜିତିସାରିଛି। ୬ ଓ୍ଵିକେଟରେ ସିରିଜକୁ ୩-୦ରେ କ୍ଲିନ ସୁଇପ୍‌ କରିନେଇଛି। ଏହି ମ୍ୟାଚରେ ଭେଙ୍କଟେଶ ଆୟର ଗୁରୁତର ଭାବେ ଆହତ ହେବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମ୍ୟାଚ ବେଳେ ଫିଲ୍ଡିଂ କରୁଥିବା ସମୟରେ ଏକ କ୍ୟାଚ୍‌ ଧରୁଥିବା ସମୟରେ ବଲ୍‌…

ଆଇସିୟୁରେ ଭର୍ତ୍ତି ହୋଇଥିଲେ ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ଈଶାନ କିଶନ, ମ୍ୟାଚ୍‌ ବେଳେ ମୁଣ୍ଡରେ ବାଜିଥିଲା ବଲ୍‌

ଡାକ୍ତରଖାନାରେ ଭର୍ତ୍ତି ହେଲେ ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ଈଶାନ କିଶନ। ଗତକାଲିର ମ୍ୟାଚ୍‌ରେ ତାଙ୍କ ମୁଣ୍ଡରେ ବଲ୍ ବାଜିଥିବାରୁ ସେ ଆହତ ହୋଇଥିଲେ। ଲହିରୁ କୁମାରଙ୍କ ଦ୍ରୁତ ବାଉନ୍ସର ବଲ୍‌ ବାଜି ଈଶାନ ଆହତ ହୋଇଥିଲେ। ଏହି ସମୟରେ ଖେଳ ରୋକାଯାଇଥିଲା। ଫିଜିଓ ଆସି କିଛି ସମୟ ଚିକିତ୍ସା…

ଦ୍ୱିତୀୟ ଟି-୨୦ ମ୍ୟାଚକୁ ୭ ଓ୍ଵିକେଟରେ ଜିତିଲା ଟିମ୍‌ ଇଣ୍ଡିଆ, ଶ୍ରେୟସ ଦେଖାଇଲେ ଦମଦାର ପ୍ରଦର୍ଶନ

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜକୁ ଜିତି ନେଇଛି ଭାରତ । ଗୋଟିଏ ମ୍ୟାଚ ବାକି ରହିଥିବା ବେଳେ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି ଭାରତ । ୧୮୪ ରନର ପିଛା କରି ଟିମ୍‌ ଇଣ୍ଡିଆ ମାତ୍ର ୩ ଓ୍ଵିକେଟ ହରାଇ ବିଜୟ ହାସଲ କରିଥିଲା। ଶ୍ରେୟସ ଆୟର, ଈଶାନ କିଶନ ଏବଂ…

ଟିମ୍‌ ଇଣ୍ଡିଆକୁ ଝଟକା, ଦୀପକଙ୍କ ପରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ବାଦ୍‌ ପଡିଲେ ସୂର୍ଯ୍ୟକୁମାର ଯାଦବ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆସନ୍ତାକାଲିରୁ ଲକ୍ଷ୍ମୌରେ ଆରମ୍ଭ ହେବାକୁ ଯାଉଛି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳକୁ ଜୋରଦାର ଝଟକା ଲାଗିଛି। ଦଳର ଦ୍ରୁତ ବୋଲର ଦୀପକ ଚହର ଆହତ ହୋଇ ଟି-୨୦ ସିରିଜ୍‌ରୁ ବାଦ୍ ପଡିଛନ୍ତି।…

ଶ୍ରୀଲଙ୍କା ବିପକ୍ଷ ସିରିଜରେ ନୂଆ ଅଲରାଉଣ୍ଡର ସୌରଭ କୁମାରଙ୍କୁ ମିଳିଲା ସ୍ଥାନ, ଜାଣନ୍ତୁ ସେ କିଏ ?

ଆଜି ଓ୍ଵେଷ୍ଟଇଣ୍ଡିଜ ସହିତ ତୃତୀୟ ଟି-୨୦ ମ୍ୟାଚ ଖେଳିବା ପରେ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ସହିତ ଟି-୨୦ ଏବଂ ଟେଷ୍ଟ ସିରିଜ ଖେଳିବ। ତେଣୁ ଘରୋଇ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଏବଂ ଟେଷ୍ଟ ସିରିଜ୍ ପାଇଁ ଶନିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଚୟନକର୍ତ୍ତା ଟେଷ୍ଟ ସିରିଜ୍ ପାଇଁ ଜଣେ ନୂଆ…

ଭାରତ- ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ ଆଜି, ସମ୍ଭାବ୍ଯ ଏକାଦଶ ସହିତ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ତିନି ମ୍ଯାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ମ୍ଯାଚ ମୁକାବିଲା ଆଜିଠାରୁ କଲମ୍ବୋ ଏବଂ ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଉଭୟ ଦଳ ପାଇଁ ଅଭ୍ୟାସ ସମୟ ନାହିଁ । ପ୍ରଥମ ଦିନିକିଆକୁ ୭ ୱିକେଟ୍‌ରେ ଜିତିବା ପରେ ଭାରତୀୟ ଦଳର ନଜର ଦ୍ୱିତୀୟ…