ଆଜି ୧୦୦୦ ତମ ଦିନିକିଆ ଖେଳିବ ଟିମ ଇଣ୍ଡିଆ, ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି
ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ । ରବିବାର ଭାରତ ଖେଳିବ ୧୦୦୦ତମ ଦିନିକିଆ । ୧୦୦୦ତମ ଦିନିକିଆ ଅନ୍ତର୍ଜାତୀୟ ଖେଳିବାରେ ଭାରତ ହେବ ପ୍ରଥମ ଦେଶ । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ। ଉଭୟ ଦଳ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ ଭାରତର ୧୦୦୦ତମ…