Browsing Tag

Independence Day 2020

ଯାଜପୁରରେ କରୋନା କଟକଣା ମଧ୍ୟରେ ପାଳିତ ହେଲା ୭୪ତମ ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ

ଯାଜପୁର ଟାଉନ୍: ଯାଜପୁରରେ କରୋନା କଟକଣା ମଧ୍ୟରେ ୭୪ ତମ ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ସ୍ୱାଧିନତା ସଂଗ୍ରାମରେ…

କଟକଣା ଭିତରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ: ସାମାଜିକ ଦୂରତା ସହ ସାମିଲ୍ ହେବେ ୩ ପ୍ଲାଟୁନ ପୋଲିସ ଫୋର୍ସ…

ଭୁବନେଶ୍ବର: ଶନିବାର ଦେଶ ପାଳିବ ସ୍ୱାଧିନତା ଦିବସ । କଟକଣା ମଧ୍ୟରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ । ଏ ନେଇ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବହୁ ନିଷ୍ପତ୍ତି ପଦକ୍ଷେପ ନିଆଯାଇଛି । ସକାଳ ୯ଟାରେ ପରେ ଜାତୀୟ ପତାକା ଉତ୍ତୋଳନ ହେବ । ଏଥିସହ…

ଚଳିତ ଥର ପ୍ରଦର୍ଶନୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ: ସାମିଲ ହେବନି କୌଣସି ଛାତ୍ରଛାତ୍ରୀ କି ଦର୍ଶକ,…

ଭୁବନେଶ୍ବର: ପ୍ରଦର୍ଶନୀ ପଡିଆରେ ହେବ ଅଗଷ୍ଟ ୧୫ ସମାରୋହ । ଚଳିତ ବର୍ଷ ଭୁବନେଶ୍ୱର ୩ ନମ୍ବର ପ୍ରଦର୍ଶନୀ ପଡିଆରେ ସ୍ୱାଧୀନତା ଦିବସ ପାଳନ କରାଯିବ । କରୋନା କଟକଣା ଯୋଗୁ ପୂର୍ବ ବର୍ଷମାନଙ୍କ ପରି ପରେଡ ପ୍ରଦର୍ଶନୀ ଅନୁଷ୍ଠିତ ହେବ ନାହିଁ । ପରେଡ୍‌ରେ ସାମିଲ ହେବନି କୌଣସି ଛାତ୍ରଛାତ୍ରୀ କି…