Browsing Tag

INDIA-CRICKET AUSTRALI PRACTICE MATCH

ଚାରି ଦିନିଆ ଅଭ୍ୟାସ ମ୍ୟାଚ୍‌ : ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ୫ ଅର୍ଦ୍ଧଶତକ

ସିଡନୀ : କ୍ରିକେଟ୍‌ ଅଷ୍ଟ୍ରେଲିଆ ଏକାଦଶ ସହ ଚାରି ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ଭାରତ ପ୍ରଥମ ଇନିଂସ୍‌ରେ କରିଛି ୧୦ ଓ୍ଵିକେଟ୍‌ରେ ୩୫୮ ରନ୍‌ । ଯୁବ ଓପ୍ନର ପୃଥ୍ଵୀ ସ ତାଙ୍କ ଚିରାଚରିତ ଆକ୍ରମଣାତ୍ମକ ଷ୍ଟାଇଲ୍‌ରେ ୬୯ ବଲ୍‌ ଖେଳି ସର୍ବାଧିକ ୬୬ ରନ୍‌ (୧୧ ଚୌକା), ଚେତେଶ୍ୱର ପୁଜାରା ୫୪,…