Browsing Tag

India death ratio

ଭାରତରେ ଉପରମୁହାଁ କରୋନା ମୃତ୍ୟୁ, ଗତ ୨୪ ଘଣ୍ଟାରେ ୮୯୩ ଜଣଙ୍କ ଜୀବନ ନେଇଛି

ନୂଆଦିଲ୍ଲୀ : ଭାରତରେ ଉପରମୁହାଁ ହୋଇଛି କରୋନା ମୃତ୍ୟୁ । ଗତ ୨୪ ଘଣ୍ଟାରେ ମହାମାରୀ ପୁଣି ନେଇଛି ୮୯୩ ଜଣଙ୍କ ଜୀବନ। ଗତକାଲି ୮୭୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଦେଶରେ ୨୪ ଘଣ୍ଟାରେ ୨ଲକ୍ଷ ୩୪ ହଜାର ୨୮୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୨ଲକ୍ଷ ୩୫ ହଜାର ୫୩୨ ।…