Browsing Tag

india news

କାନାଡାକୁ ଆଉ ଏକ ଝଟ୍‌କା, ୪୧ କୂଟନୀତିଜ୍ଞଙ୍କୁ କାନାଡା ଫେରାଇ ନେବାକୁ ଭାରତ ଦେଲା ନିର୍ଦ୍ଦେଶ

ଭାରତ-କାନାଡା ତିକ୍ତତା ଦିନକୁ ଦିନ ଉଗ୍ର ହେଉଛି। ଏହାରି ଭିତରେ ଭାରତ କାନାଡାକୁ ନିଜର କୂଟନୈତିକ କର୍ମଚାରୀଙ୍କୁ ଫେରାଇ ନେବାକୁ ନିର୍ଦ୍ଦେଶ ଦେଇଛି। କାନାଡୀୟ ଅଧିକାରୀଙ୍କୁ ଭାରତ କହିିଛି ଯେ କାନାଡାର ୪୧ କୂଟନୀତିଜ୍ଞଙ୍କୁ ତୁରନ୍ତ ଭାରତରୁ ଫେରାଇ ନିଆଯାଉ। ଅକ୍ଟୋବର ୧୦ ସୁଦ୍ଧା…

ବଢ଼ୁଛି ତିକ୍ତତା…କାନାଡାରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କ ପାଇଁ ସତର୍କତା ଜାରି କଲେ ମୋଦି ସରକାର

ବଢ଼ୁଛି ଭାରତ-କାନାଡା ତିକ୍ତତା। କାନାଡାରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କ ପାଇଁ ସତର୍କତା ଜାରି କରିଛନ୍ତି କେନ୍ଦ୍ର ସରକାର। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚି ଏ ନେଇ ଏକ୍ସରେ ଏକ ପୋଷ୍ଟ କରି ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।…

ଇଣ୍ଡିଆକୁ ଭାରତ କରିବାରେ ଖର୍ଚ୍ଚ ହେବ ୧୪୦୦୦ କୋଟି!

‘ଇଣ୍ଡିଆ’ ବନାମ ‘ଭାରତ’କୁ ନେଇ ବିବାଦ ଆରମ୍ଭ ହୋଇଛି। ଚର୍ଚ୍ଚା ହେଉଛି, କେନ୍ଦ୍ର ସରକାର ସମ୍ବିଧାନରୁ ଇଣ୍ଡିଆ ଶବ୍ଦକୁ ହଟାଇ ଭାରତ ରଖିବାର ପ୍ରସ୍ତାବ ଆଣିପାରନ୍ତି। ଏ କଥା ମଧ୍ୟ ଆଲୋଚନା ହେଉଛି ଯେ ନାମ ବଦଳାଇବାରେ ଦେଶକୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ? ବିଶ୍ୱରେ ୧୯୦ରୁ ଅଧିକ…

ରାଜସ୍ଥାନ, ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ତେଲେଙ୍ଗାନାରେ ବିଜେପି ନିଯୁକ୍ତ କଲା ନିର୍ବାଚନ ପ୍ରଭାରୀ, ସହପ୍ରଭାରୀ

ଦେଶର ୫ ରାଜ୍ୟରେ ଚଳିତ ବର୍ଷ ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ପ୍ରସ୍ତୁତିରେ ଜୁଟିଥିବା ବିଜେପି ଶୁକ୍ରବାର ୪ଟି ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଛି। ବିଜେପି ପ୍ରହ୍ଲାଦ ଯୋଶୀଙ୍କୁ ରାଜସ୍ଥାନ, ଓମ୍‌ ମାଥୁର୍‌ଙ୍କୁ ଛତିଶଗଡ, ଭୂପେନ୍ଦ୍ର ଯାଦବଙ୍କୁ…

ଆସିବ କରୋନା ଡିଟେକ୍ଟିଭ୍‌ ମେସିନ ‘ସିଲିଙ୍ଗ ମାଉଣ୍ଟେନ କରୋନା ଆଲର୍ଟ ଡିଭାଇସ’, ବିନା ଟେଷ୍ଟରେ ୧୫ ମିନିଟରେ ଜଣାଇଦେବ…

ମାର୍କେଟକୁ ଆସିବାକୁ ଯାଉଛି କୋଭିଡ ଡିଟେକ୍ଟିଭ୍‌ ମେସିନ ସିଲିଙ୍ଗ ମାଉଣ୍ଟେନ କରୋନା ଆଲର୍ଟ ଡିଭାଇସ। ବର୍ତ୍ତମାନ ଏହା ଉପରେ ସମ୍ପୂର୍ଣ୍ଣ ଗବେଷଣା କରୁଛନ୍ତି ବୈଜ୍ଞାନିକ । ଏହି ମେସିନ ଏବେ ବଦଳାଇ ଦେବ ଜୀବନ । ଲଣ୍ଡନ ସ୍କୁଲ ଅଫ୍‌ ହାଇଜିନ ଆଣ୍ଡ୍‌ ଟ୍ରପିରାଲ ମେଡିସିନ ଇଷ୍ଟିଟ୍ୟୁଟ ଏହି…

ଦାୟିତ୍ୱହୀନତା ପାଇଁ ହେଲା ମାଓବାଦୀ ଆକ୍ରମଣ, ଆଲର୍ଟ ପରେ ବି ଅସୁରକ୍ଷିତ ବସ୍‌ ରେ ଯବାନଙ୍କୁ ପଠାଗଲା

ଗତ ସୋମବାର ଶ୍ରୀନଗରରେ ଯବାନମାନେ ଯାଉଥିବା ବସ୍‌ ଉରରେ ଯେଉଁ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହା ପଛର କାରଣ ହେଉଛି ଅବହେଳା। କଶ୍ମୀରରେ ସୁରକ୍ଷା ବାହିନୀ ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଗୁପ୍ତଚର ଏଜେନ୍ସିମାନେ ଗତ ସପ୍ତାହରେ ଅନେକ ଥର ସୂଚନା ଦେଇଥିଲେ…