Below header
Browsing Tag

India-South Africa series

ବିନା ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ସିରିଜର ସବୁ ମ୍ୟାଚ୍

ମୁମ୍ବାଇ: ବିନା ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ସିରିଜର ସବୁ ମ୍ୟାଚ । ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଏଭଳି ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଥିବା ଭାରତ ୩ଟି ଟେଷ୍ଟ ଓ ୩ଟି ଓ୍ଵାନଡେ ଖେଳିବ । ୨୬ ତାରିଖରେ…

ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବିପଦ ଭିତରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଟିମ୍‌ ଇଣ୍ଡିଆ, ନୂଆ ସିଡ୍ୟୁଲ ଜାରି

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବିପଦ ଭିତରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଭାରତୀୟ କ୍ରିକେଟ୍‌ ଟିମ୍‌ । ଏହି ଗସ୍ତରେ ଭାରତ ୩ଟି ଟେଷ୍ଟ ଏବଂ ୩ଟିି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ । କରୋନାର ନୂଆ ଭାରିଆଣ୍ଟ କାରଣରୁ ଭାରତ-ଦକ୍ଷିଣ ଅଫ୍ରିକା ସିରିଜର ନୂଆ ସିଡ୍ୟୁଲ ଜାରି ହୋଇଛି…