ଆସନ୍ତା ୨୬ରେ ପୁଣି ଭାରତ ବନ୍ଦ, ୪୦ ହଜାର ବ୍ୟବସାୟୀ ସଂଗଠନ ବନ୍ଦ ଡାକରାକୁ ଦେଲେ ସମର୍ଥନ
କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୨୬ରେ ପୁଣି ଭାରତ ବନ୍ଦ । ସାରା ଦେଶରେ ବନ୍ଦ ରହିବ ବ୍ୟାବସାୟିକ ବଜାର । ବନ୍ଦ ଡାକରା ଦେଇଛି କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ -CAIT । ଦେଶବ୍ୟାପୀ ୧ ହଜାର ୫୦୦ ସ୍ଥାନରେ ସଂଗଠନ ପକ୍ଷରୁ ଧାରଣା ଦିଆଯିବ । ସବୁ ରାଜ୍ୟର ବିଭିନ୍ନ ସହରରେ ଧାରଣା…