ଭାରତ ବନ୍ଦ ଯୋଗୁଁ କଡା ସୁରକ୍ଷା ମଧ୍ୟରେ ବିଧାନସଭାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ

ଭୁବନେଶ୍ବର (କେନ୍ଯୁଜ୍) : ଭାରତ ବନ୍ଦ ଯୋଗୁଁ କଡା ସୁରକ୍ଷା ମଧ୍ୟରେ ବିଧାନସଭାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ । କିଛି ମନ୍ତ୍ରୀ ବାଇକ୍‌ରେ ବସି ଆସିଥିବାବେଳେ ବିଧାୟକମାନେ ଚାଲି ଚାଲି ଭିତରେ ପ୍ରବେଶ କରିଛନ୍ତି। ସଚ୍ଚିବାଳୟ ପଛ ଗେଟ୍‌ ଦେଇ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିଛନ୍ତି କର୍ମଚାରୀ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.