Browsing Tag

india vs bangladesh

ଦିନିକିଆ ବିଶ୍ବକପ: ଆଜି ଭାରତ-ବାଂଲାଦେଶ ଫାଇଟ୍

ଦିନିକିଆ ବିଶ୍ବକପରେ ଆଜି ଭାରତ-ବାଂଲାଦେଶ ଫାଇଟ୍ । ପୁଣେରେ ଖେଳାଯିବ ମ୍ୟାଚ୍ । ଏହି ମ୍ୟାଚ୍ ଜିତିଲେ ଭାରତ କ୍ରମାଗତ ୪ଟି ମ୍ୟାଚରେ ବିଜୟୀ ହେବ । ବିଜୟଧାରା ବଜାୟ ରଖି ରୋହିତ ଶର୍ମାଙ୍କ ନେତୃତୀଧୀନ ଭାରତୀୟ ଦଳ ତାର ସେମିଫାଇନାଲ ଅଭିଜାନ ଆହୁରି ଦୃଢ କରିବା ଲକ୍ଷ୍ୟରେ ରହିଛି । ପୂର୍ବରୁ…

ଟସ୍‌ ଜିତିଲା ବାଂଲାଦେଶ, ପ୍ରଥମେ ବ୍ୟାଟିଂ କରିବ ଭାରତ

ନାଗପୁର : ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ତେଣୁ ଭାରତ ପ୍ରଥମେ ବ୍ୟାଟିଂ କରିବ । ଏହି ମ୍ୟାଚ୍‌ରେ ଭାରତ ଗୋଟିଏ ପରିବର୍ତ୍ତନ କରିଛି । ଭାରତ ପକ୍ଷରୁ କ୍ରୁନାଲ ପାଣ୍ଡ୍ୟାଙ୍କ ସ୍ଥାନରେ ମନୀଷ ପାଣ୍ଡେ ଖେଳିବେ ।…

ଆଜି ରାଜକୋଟରେ ଖେଳାଯିବ ଭାରତ ବାଂଲାଦେଶ ଦ୍ୱିତୀୟ ଟି-୨୦ ମ୍ୟାଚ୍

ରାଜକୋଟ: ଆଜି ରାଜକୋଟରେ ଖେଳାଯିବ ଭାରତ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟି-୨୦ । ଆଜିର ମ୍ୟାଚରେ ବର୍ଷା ବାଧକ ସାଜିପାରେ ବୋଲି ସ୍ଥାନୀୟ ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି । ପ୍ରଥମ ମ୍ୟାଚ ହାରିବା ପରେ ବୋଲିଂ ଲାଇନରେ କିଛିଟା ପରିବର୍ତ୍ତନ ହୋଇପାରେ । ଏହା ପୂର୍ବରୁ କ୍ୟାପଟେନ…

ବର୍ମିଂହାମ : ବିଶ୍ୱକପ୍‌ରେ ରୋହିତ ଶର୍ମାଙ୍କ ଚତୁର୍ଥ ଶତକ, ବାଂଲାଦେଶକୁ ଭାରତ ଦେଲା ୩୧୫ ରନ୍‌ର ବିଜୟଲକ୍ଷ୍ୟ

ବର୍ମିଂହାମ : ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ପଡ଼ୋଶୀ ବାଂଲାଦେଶ ଆଗରେ ରଖିଛି ୩୧୫ ରନ୍‌ର ବିଜୟ ଲକ୍ଷ୍ୟ । ଓପ୍ନର ରୋହିତ ଶର୍ମା ଚଳିତ ବିଶ୍ୱ କପ୍‌ରେ ତାଙ୍କର ଚତୁର୍ଥ ଶତକ ହାସଲ କରିଥିବା ବେଳେ ଲୋକେଶ ରାହୁଲ ୭୭ ରନ୍‌ କରିଥିଲେ । ଏମାନେ ପ୍ରଥମ ଓ୍ଵିକେଟ୍‌…