ଭଉଣୀଙ୍କୁ ସ୍ବତନ୍ତ୍ର ଉପହାର ଦେଲେ ଆକାଶଦୀପ, ଦ୍ବିତୀୟ ଟେଷ୍ଟ ମ୍ୟାଚ ବିଜୟ ପରେ ଭାବବିହ୍ୱଳ ହୋଇ କହିଲେ କିଛି ଏମିତି….
ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ବିଜୟ ହାସଲରେ ଆକାଶ ଦୀପ ବଡ଼ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବିଜୟ ହାସଲ ପରେ ସେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ଭାବପ୍ରବଣ ହୋଇ କହିଛନ୍ତି ଯେ, ଏହି ବିଜୟ ଭଉଣୀଙ୍କୁ ଉପହାର ସଦୃଶ ଦେଇଛନ୍ତି । ଆହୁରି ଅନେକ କିଛି ମଧ୍ୟ…