Browsing Tag

Indian Air Force

ବାୟୁସେନାରେ ଚାକିରି କରିବାର ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। ଭାରତୀୟ ବାୟୁସେନାରେ ଭର୍ତ୍ତି ହେବା ପାଇଁ ଆବେଦନ ଆଜିଠାରୁ ଆରମ୍ଭ ହୋଇଛି। ଏଥିପାଇଁ ଆପଣ ଅଫିସିଆଲ େଓ୍ଵବସାଇଟ୍‌afcat.cdac.in କୁ ଯାଇ ଅଧିକ ବିବରଣୀ ଜାଣିପାରିବେ। ଆବେଦନ କରିବାର ଶେଷ ତାରିଖ…

ବାୟୂସେନାର ହେଲିକ୍ୟାପ୍ଟର ‘ଚିତା’ ଦୁର୍ଘଟଣାଗସ୍ତ, ଦୁଇ ପାଇଲଟ ସହିଦ

ଭୁଟାନରେ ଭାରତୀୟ ବାୟୂସେନାର ହେଲିକ୍ୟାପ୍ଟର ‘ଚିତା’ କ୍ରାସ । ମିଳିଥିବା ସୂଚନା ମୁତାବକ ହେଲିକ୍ୟାପ୍ଟର କ୍ରାସ ପରେ ଏହାର ପାଇଲଟ ସହିଦ ହୋଇଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା  ଦୁର୍ଘଟଣାର କାରଣ ଜଣାପଡିନାହିଁ। ସହିଦ ହୋଇଥିବା ପାଇଲଟଙ୍କ ମଧ୍ୟରୁ ଜଣେ ଭାରତୀୟ ଓ ଜଣେ ଭୁଟାନର ବୋଲି ଜଣା…

‘ଭାରତୀୟ ବାୟୁସେନା’ ଲଞ୍ଚ୍‌ କଲା ଏହି ଭିଡିଓ ଗେମ୍‌, ଏଥିରୁ କରନ୍ତୁ ଡାଉନଲୋଡ୍‌

ଭାରତୀୟ ବାୟୁସେନା ଶେଷରେ ନିଜର ଏକ ଭିଡିଓ ଗେମ୍‌ ଲଞ୍ଚ କରିଛି, ଯାହାର ନାଁ ‘Indian Air Force: A cut above । ଏହାକୁ ଗୁଗଲ ପ୍ଲେ ଷ୍ଟୋର୍‌ କିମ୍ବା ଆପଲ ଷ୍ଟୋରରୁ ଫ୍ରି ଡାଉନଲୋଡ କରାଯାଇ ପାରିବ। ବାୟୁସେନାର ପ୍ରମୁଖ ମାର୍ଶାଲ ବି.ଏସ୍‌. ଧନୋଆ ଏହି ଭିଡିଓ ଗେମକୁ ଆନୁଷ୍ଠାନିକ ଭାବେ…

ବାୟୁସେନାର ଶକ୍ତି ବଢାଇବ ୧୧୪ ନୂଆ ଲଢୁଆ ବିମାନ, ନିର୍ମାଣ ପାଇଁ ରେସରେ ଅଛନ୍ତି ବିଶ୍ବର ଏହି ସବୁ ବଡ କମ୍ପାନୀ

ଭାରତୀୟ ବାୟୁସେନା ନିଜର ଶକ୍ତି ବଢାଇବା ପାଇଁ ୧୧୪ ଲଢୁଆ ବିମାନ କିଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ପାଖାପାଖି ୧୮ ଆରବ ଡଲାର ମୂଲ୍ୟର ଏହି ସବୁ ବିମାନର ନିର୍ମାଣ କାର୍ଯ୍ୟର ଦୌଡରେ ବହୁ କମ୍ପାନୀ ସାମ୍ନାକୁ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ଆମେରିକାର ପ୍ରତିଷ୍ଠିତ ବିମାନ କମ୍ପାନୀ…