ବାହାରିଲା ଟିକ୍ଟକ୍ର ବିକଳ୍ପ, କୋଟିଏରୁ ଊର୍ଦ୍ଧ୍ୱ ଲୋକ ଲୋଡ୍ କରିସାରିଲେଣି ଏହି ଦେଶୀ ଆପ୍
ଚୀନ୍ର ସର୍ଟ ଭିଡିଓ ଆପ୍ ଟିକ୍ଟକ୍କୁ ମାତ୍ ଦେବା ପାଇଁ ନିର୍ମିତ ହୋଇଥିବା ଆପ୍ ମିତ୍ରୋ ଲଞ୍ଚ୍ ହେବାର ଦୁଇ ମାସ ଭିତରେ ହିଁ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଏହା ବ୍ୟତୀତ ଚିଙ୍ଗାରୀ ଆପ୍ ମଧ୍ୟ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ମିତ୍ରୋ ଆପ୍କୁ ଏବେ ପ୍ରାୟତଃ…