୨୦୨୫ର ପ୍ରଥମ ବାଣିଜ୍ୟ ଅଧିବେଶନ, ସକାରାତ୍ମକ ନୋଟରେ ବନ୍ଦ ହେଲା ସେନସେକ୍ସ ଓ ନିଫ୍ଟି
ଭାରତୀୟ ସେୟାର ମାର୍କେଟ୍ ଆଜି ଏକ ସକାରାତ୍ମକ ନୋଟ୍ ସହିତ ନୂଆବର୍ଷ ଆରମ୍ଭ କରିଥିଲା । ସେନସେକ୍ସ ୪୪୩.୦୯ ଅଙ୍କ ବଢ଼ି ୭୮,୫୮୨.୧୦ରେ ବନ୍ଦ ହୋଇଛି, ଯାହାକି ୨୦୨୫ ପାଇଁ ଏକ ମଜଭୁତ ଆରମ୍ଭ । ଏନଏସଇ ନିଫ୍ଟି ମଧ୍ୟ ୯୮.୧୦ ଅଙ୍କ ବୃଦ୍ଧି ସହିତ ୨୩,୭୪୨.୯୦ରେ ବନ୍ଦ ହୋଇଛି ।
ବ୍ୟାପକ ବଜାର…