Browsing Tag

insecurity

ତାର ଅଛି ମୋର ନାହିଁ, ଏ ଗପ ପଢ଼ିଲେ ସେ କଥା ଆଉ ମନରେ ଧରିବେନି

ଦୁନିଆରେ ଗୋଟିଏ ବଡ଼ ଉଦାହରଣ ଥିବା ଗପଟିଏ ଆପଣଙ୍କୁ କହୁଛୁ । ଜଣେ ପିଲା ନିଜ ବାପା ପାଖରେ ଜୋତା କିଣିବା ପାଇଁ ଜିଦ୍ କଲା । ବାପା ତାକୁ ବହୁତ ବୁଝାଇଲେ ଯେ ଏବେ ପଇସା ନାହିଁ ପରେ କିଣିବା । ହେଲେ ପିଲାଟି ବୁଝିଲା ନାହିଁ । ତେଣୁ ଟଙ୍କା ଧାର କରି ବାପା ପିଲାଟିକୁ ଜୋତା କିଣିଦେବା ପାଇଁ…