NASA ରୋଭର ଟେକ୍ନିକ୍ରୁ ତିଆରି ହେବ ୟୁନିକ୍ ସାଇକେଲ, ଯାହାର ଚକରେ ନ ଥିବ ପବନ
ସାଇକେଲ ଚଲାଇବା ବେଳେ ସାଧାରଣତଃ ଚକରେ ପର୍ଯ୍ୟାପ୍ତ ପବନ ଅଛି କି ନାହିଁ, ତାହାକୁ ନେଇ ସବୁବେଳେ ଚିନ୍ତା ଲାଗିରହିଥାଏ। କିନ୍ତୁ ନାସା ଏବେ ଏମିତି ଏକ ଟେକ୍ନିକ୍ ବାହାର କରିଛି, ଯେଉଁଥିରେ ସାଇକେଲରେ ପବନ ଭରିବାର କୌଣସି ଆବଶ୍ୟକତା ନାହିଁ। ନାସା ଚନ୍ଦ୍ର ଏବଂ ମଙ୍ଗଳ ରୋଭର ମିଶନ ପାଇଁ ଏହି…