ପ୍ରଧାନମନ୍ତ୍ରୀ ମୋଦି ବଜେଟ୍କୁ କଲେ ପ୍ରଶଂସା; କହିଲେ, ବିକଶିତ ଭାରତର ୪ ସ୍ତମ୍ଭକୁ କରିବ ସଶକ୍ତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉପସ୍ଥାପିତ ଅନ୍ତରୀଣ ବଜେଟକୁ ପ୍ରଶଂସା କରିଛନ୍ତି । ଏହି ବଜେଟ୍ ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ରୋଜଗାର ସୃଷ୍ଟି କରିବ ବୋଲି ମୋଦି କହିଛନ୍ତି । ସେ କହିଛନ୍ତି ଯେ ଏହି ବଜେଟ୍ ମାଧ୍ୟମରେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ମଧ୍ୟ ଆୟୁଷ୍ମାନ ଭାରତ…