ଲଞ୍ଚ ହେଲା ଦୁନିଆର ସବୁଠାରୁ ଫାଷ୍ଟ ଇଣ୍ଟରନେଟ୍ ସର୍ଭିସ, ଏକ ସେକେଣ୍ଡରେ ଟ୍ରାନ୍ସଫର ହେବ ୧୫୦ ଫିଲ୍ମ
ଇଣ୍ଟରନେଟ୍ ଦୁନିଆରେ ଚୀନ୍ ପୁଣି ଥରେ ନୂଆ ପରିଚୟ ହାସଲ କରିଛି । ଚୀନ୍ ନିଜର କେତେକ ସହରରେ ବିଶ୍ୱର ଫାଷ୍ଟେଷ୍ଟ ଇଣ୍ଟରନେଟ୍ ଲଞ୍ଚ କରିଛି । ଏହାର ସ୍ପିଡ୍ ଏତେ ଅଧିକ ଯେ ଆପଣ ମାତ୍ର ଗୋଟିଏ ସେକେଣ୍ଡରେ HD କ୍ୱାଲିଟିର ୧୫୦ଟି ଫିଲ୍ମ ଟ୍ରାନ୍ସମିଟ୍ କରିପାରିବେ । ଏହି ଇଣ୍ଟରନେଟ୍ ନେଟୱାର୍କ…