ଶୋ’ରେ ଅନେକ ଜୀବଜନ୍ତୁଙ୍କୁ ହତ୍ୟା କରିଥିବାରୁ ଅନୁତାପ କରୁଛନ୍ତି Bear Grylls, କହିଲେ- ମୁଁ ସେମାନଙ୍କୁ ମାରିବାକୁ…
ରିଆଲିଟି ଟିଭି ସର୍ଭାଇଭାଲ ଏକ୍ସପର୍ଟ ବିୟର ଗ୍ରିଲ୍ସ (Bear Grylls) ଙ୍କୁ କିଏ ବା ନ ଜାଣେ। ଘଞ୍ଚ ଜଙ୍ଗଲ ମଧ୍ୟରେ ମାସ ମାସ ଧରି ରହି ବିୟର ଜୀବଜନ୍ତୁଙ୍କ ସହ ଭିଡିଓ କରି ସେମାନଙ୍କ ଜୀବନଧାରଣର ଶୈଳୀ ସହ ଲୋକଙ୍କୁ ପରିଚିତ କରାଉଛନ୍ତି। ତେବେ ନିକଟରେ ବିୟର ଏମିତି ଏକ ବୟାନ ଦେଇଛନ୍ତି,…