ହାଇଦ୍ରାବାଦକୁ ହରାଇଲା ଦିଲ୍ଲୀ, ମୁମ୍ବାଇକୁ ଭେଟିବ ଆଇପିଏଲ ଫାଇନାଲରେ
ଆବୁଧାବି : ସନରାଇଜର୍ସ ହାଇଦ୍ରାବାଦକୁ ୧୭ ରନରେ ହରାଇ ଦିଲ୍ଲୀ କ୍ୟାପିଟାଲସ ଆଇପିଏଲ ୨୦୨୦ ଫାଇନାଲରେ ପହଁଚିଛି । ବୁଧବାର ଫାଇନାଲରେ ଦିଲ୍ଲୀ ଦଳ ମୁମ୍ବାଇ ଇଂଡିଆନ୍ସକୁ ଭେଟିବା । ମାର୍କସ ଷ୍ଟୋଇନିସ୍ଙ୍କ ଅଲରାଉଣ୍ଡ ସଫଳତା ଦିଲ୍ଲୀକୁ ଜିତାଇଛି । ଆଜି ଦ୍ଵିତୀୟ କ୍ୱାଲିଫାୟରରେ…