ଆଇପିଏଲ : ପୁଣି ବ୍ୟାଟିଂ ଓ ବୋଲିଂରେ ପଂଜାବ ଫ୍ଲପ, ମୁମ୍ବାଇ ଜିତିଲା ଆଉ ଏକ ମ୍ୟାଚ

ଆବୁଧାବି : ଚଳିତ ଆଇପିଏଲରେ କିଙ୍ଗସ ଏକାଦଶ ପଂଜାବ ଆଉ ଏକ ପରାଜୟ ଲଭିଛି । ଆଜି ପଞ୍ଜାବକୁ ମୁମ୍ବାଇ ଇଂଡିଆନ୍ସ ୪୮ ରନରେ ହରାଇଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୪ ଉଇକେଟରେ ୧୯୧ ରନ କରିଥିଲା । ପରେ ପଂଜାବ ୮ ଉଇକେଟରେ କରିଛି ୧୪୩ ରନ ।

MI-1

ସ୍କୋର : ମୁମ୍ବାଇ-୪/୧୯୧ (ରୋହିତ ଶର୍ମା ୭୦ ରନ , ୪୫ ବଲ, ୮ ଚୌକା ଓ ୩ ଛକା । ଈଶାନ କିଷାନ ୨୮ । ପୋଲାର୍ଡ଼ ଅପରାଜିତ ୪୭ ରନ, ୨୦ ବଲ, ୩ ଚୌକା ଓ ୪ ଛକା । ହାର୍ଦିକ ପାଣ୍ଡ୍ୟା ଅପରାଜିତ ୩୦ ରନ, ୧୧ ବଲ, ୩ ଚୌକା ଓ ୨ ଛକା )
ପଂଜାବ-୮/୧୪୩ (ପୁରନ ୪୪ । ପାଟିନସନ ୨/୨୮, ବୁମରା ୨/୧୮, ଚହର ୨/୧୮)

pt

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.