ପଣସ ଖାଇବା ପରେ କେଉଁ ଜିନିଷ ଖାଇବା ସ୍ୱାସ୍ଥ୍ୟ ପ୍ରତି ଠିକ୍ ନୁହେଁ, ଜାଣନ୍ତୁ ଏହାକୁ ଖାଇବା ଦ୍ୱାରା କଣ କ୍ଷତି…
ଆପଣମାନେ ତ ଅନେକ ପ୍ରକାରର ପନିପରିବା ଖାଇଥିବେ । ହେଲେ କଞ୍ଚା ପଣସ ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ଓ ପୁଷ୍ଟିକର ହୋଇଥାଏ । ତେବେ ଆପଣମାନେ ଜାଣିଛନ୍ତି କି କିଛି ସ୍ଥାନରେ ଲୋକମାନେ ପାଚିଲା ପଣସ ସହ କଞ୍ଚା ପଣସ ମଧ୍ୟ ଖାଇବା ପାଇଁ ଭଲ ପାଇଥାନ୍ତି । କାରଣ ପଣସରେ ପୋଟାସିୟମ୍, ଆଇରନ୍,…