Below header
Browsing Tag

jagannatha and alaranatha

ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନର ଆଜି ଶେଷ ଦିନ, ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼

ବ୍ରହ୍ମଗିରି(କେନ୍ୟୁଜ): ଶେଷ ହେଲା ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ । ୧୪ଦିନ ଧରି ଏହି ଅଣସର ଦର୍ଶନ ଚାଲିଥିଲା । ପ୍ରଭୁ ଦାରୁବ୍ରହ୍ମ ଜଗନ୍ନାଥଙ୍କ ଲୀଳାରେ ବ୍ରହ୍ମଗିରି ଅଲାରନାଥ ପୀଠ ପାଲଟିଥିଲା ଦ୍ୱିତୀୟ ଶ୍ରୀ କ୍ଷେତ୍ର । ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମରେ…

ଆଜିଠାରୁ ୧୪ ଦିନ ଚାଲିବ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ, ସକାଳୁ ଲାଗିଛି ଭକ୍ତଙ୍କ ଗହଳି

ପୁରୀ(କେନ୍ୟୁଜ୍):ଆଜିଠାରୁ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ। ୧୪ ଦିନ ଚାଲିବ ଅଣସର ଦର୍ଶନ। ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନପାଇ ଅଲାରନାଥଙ୍କ ନିକଟକୁ ଧାଇଁ ଆସିଥାନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।…

ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନର ଆଜି ଦ୍ୱିତୀୟ ଦିନ, ବଳବତ୍ତର ରହିଛି ୧୪୪ ଧାରା

ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନର ଦ୍ୱିତୀୟ ଦିନ । ୧୪୪ ଧାରା ବଳବତ୍ତର ରହିଛି । ବିନା ଭକ୍ତରେ ଚାଲିଛି ଅଲାରନାଥଙ୍କ ଅଣସର ନୀତି । ଗତ ଦୁଇ ବର୍ଷ ହେଲା କୋଭିଡି କଟକଣା ପାଇଁ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି । ଭକ୍ତ ମାନଙ୍କୁ ମନ୍ଦିର ଭିତରକୁ ଠାକୁରଙ୍କ ଦର୍ଶନ ବନ୍ଦ ହୋଇଛି…

ଆଜିିଠୁ ବ୍ରହ୍ମଗିରିରେ ଶ୍ରୀଅଲାରନାଥଙ୍କ ଅଣସର ନୀତି ଓ ଦର୍ଶନ ଆରମ୍ଭ, କୋଭଡି କଟକଣା ପାଇଁ ଯାଇ ପାରିବେ ନାହିଁ ଭକ୍ତ

ବ୍ରହ୍ମଗିରି(କେନ୍ଯୁଜ୍): ଆଜିିଠୁ ବ୍ରହ୍ମଗିରିରେ ଶ୍ରୀଅଲାରନାଥଙ୍କ ଅଣସର ନୀତି ଓ ଦର୍ଶନ ଆରମ୍ଭ ହେବ । ହେଲେ କୋଭଡି କଟକଣା ପାଇଁ କୌଣସି ଭକ୍ତ ମନ୍ଦିର ଭିତରକୁ ଯାଇ ପାରିବେ ନାହିଁ କି ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ କରିପାରିବେ ନାହିଁ । ଭୋର ୪ଟାରେ ମନ୍ଦିର ଖୋଲା ଯାଇ ଅଲାରନାଥଙ୍କ…

ଅଣସର ବେଳେ କାହିଁକି ଶ୍ରୀଜଗନ୍ନାଥ ବନି ଯାଆନ୍ତି ଅଲାରନାଥ, ଜାଣନ୍ତୁ କିମ୍ବଦନ୍ତୀ

ଯୁଗେ ଯୁଗେ ଭଗବାନ ହେଉଛନ୍ତି ଭକ୍ତର । ଭକ୍ତ ବିନା ଭଗବାନର ଯେମିତି ଅସ୍ତିତ୍ୱ ନାହିଁ । ଏବେ କରୋନା କାଳରେ ଏକଥା ପ୍ରମାଣିତ ହୋଇଛି ପୁଣିଥରେ । ଲକ୍‌ଡାଉନ୍ ଯୋଗୁଁ ମାର୍ଚ୍ଚ ୨୦ ତାରିଖରୁ ରାଜ୍ୟର ସବୁ ମନ୍ଦିର ବନ୍ଦ ରହିଛି । କେବଳ ପରମ୍ପରା ଓ ରୀତିନୀତି ଅନୁସାରେ ସିନା ପୂଜାର୍ଚ୍ଚନା…