Browsing Tag

jajpur collector

ଯାଜପୁରରେ ଅମାନିଆଙ୍କୁ ସାବାଡ କରିବା ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଜିଲ୍ଲାପାଳ, ନିୟମ ଭଙ୍ଗ କରିଥିବା ବ୍ୟକ୍ତିଙ୍କ…

ଯାଜପୁର ଟାଉନ: ଯାଜପୁର ଜିଲ୍ଲାରେ ଅମାନିଆଙ୍କୁ ସାବାଡ କରିବା ପାଇଁ ରାସ୍ତାକୁ ପୁଣି ଓହ୍ଲାଇଲେ ଜିଲ୍ଲାପାଳ । ଆଜି ବଢ଼ିଭୋରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଆସିଥିବା ଲୋକେ ବାଇକ ନେଇ ଆସିଥିବା ବେଳେ ସେହି ଗାଡିକୁ ଜବତ କରିଛି ପୋଲିସ । ଏଥିସହିତ ସେମାନଙ୍କୁ ତାଗିଦ ମଧ୍ୟ…

କଳିଙ୍ଗନଗରରେ ପ୍ରତିଷ୍ଠା ହୋଇଥିବା ଟାଟା ମେଡିକା ହସ୍ପିଟାଲରେ ୧୦୦ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲର ସ୍ଥିତି…

ଯାଜପୁର ଟାଉନ(କେନ୍ୟୁଜ): କୋରୋନା ମୁକାବିଲା କରିବା ପାଇଁ ଯାଜପୁର ଜିଲା ପ୍ରଶାସନ ବିଭିନ୍ନ ଘରୋଇ ଡାକ୍ତରଖାନା ସହିତ ଏମଓୟୁ ସ୍ୱାକ୍ଷର କରିଛି । କଳିଙ୍ଗନଗର ରେ ପ୍ରତିଷ୍ଠା ହୋଇଥିବା ଟାଟା ମେଡିକା ହସ୍ପିଟାଲ ରେ ୧୦୦ ଶଯ୍ୟା ପାଇଁ ଏମଓୟୁ ପତ୍ର ସ୍ୱାକ୍ଷର ହୋଇଥିବା ବେଳେ ଜାରକା ସ୍ଥିତ…

ଯାଜପୁର: ଲକ ଡାଉନକୁ ଜୋରଦାର କରିବା ପାଇଁ ରାସ୍ତାକୁ ଓହ୍ଲାଇଲେ ଜିଲ୍ଲାପାଳ, ହାତରେ ଲାଠି ଧରି ଆଇନ ଉଲଙ୍ଘନକାରୀଙ୍କୁ…

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁରରେ ଲକ ଡାଉନକୁ ଜୋରଦାର କରିବା ପାଇଁ ରାତିରେ ରାସ୍ତାକୁ ଓହ୍ଲାଇଲେ ଯାଜପୁର ଜିଲାପାଳ । ହାତରେ ଠେଙ୍ଗା ଧରି ଆଇନ ଉଲଙ୍ଘନକାରୀଙ୍କୁ ମଧ୍ୟ ସାବାଡ କଲେ ଜିଲ୍ଲାପାଳ ରଞ୍ଜନ ଦାସ । ସାରା ଜିଲ୍ଲାରେ ଲକଡାଉନ ଜାରି ରହିଥିବା ବେଳେ ଅନେକ ଲୋକ ଛକ ବଜାରରେ ଅଯଥା…

ଯାଜପୁର : ରାତି ଅଧିଆ ଚଢ଼ାଉ, ସଦର ମେଡିକାଲରେ ବ୍ୟବସ୍ଥାର ଯାଞ୍ଚ କଲେ ଜିଲ୍ଲାପାଳ

ଯାଜପୁର ଟାଉନ (କେ ନ୍ୟୁଜ୍‌) : ରାଜ୍ୟ ସରକାର ସମଗ୍ର ରାଜ୍ୟରେ ମୋ ସରକାର ଯୋଜନା କାର୍ଯ୍ୟକାରୀ କରିବା ପରେ ଯାଜପୁର ଜିଲା ପ୍ରଶାସନ ତତ୍ପର ହୋଇ ଉଠିଛି । କିଛି ଦିନ ତଳେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅନୁଧ୍ୟାନକାରୀ ଦଳ ପରିଦର୍ଶନ କରି ଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଜିଲାପାଳ…

ଯାଜପୁର: ଉଦୟପୁର ଗାଁର ଶିକୁଳିରେ ବନ୍ଧା ଯୁବକଙ୍କ ଘଟଣା, ପିଡୀତଙ୍କ ପାଖରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ

ଯାଜପୁର ଟାଉନ: କେନ୍ୟୁଜ ର ପ୍ରଭାବ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଉଦୟପୁର ଗାଁ ଶିକୁଳିରେ ବନ୍ଧା ଯୁବକଙ୍କ ଘଟଣା । ପିଡୀତଙ୍କ ପାଖରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ରଞ୍ଜନ କୁମାର ଦାସ ପରିବାରଙ୍କୁ ଭେଟି ବିଜୁ ପକ୍କା ଘର ସହ ରେସନ କାର୍ଡ ପ୍ରଦାନ କରିଛନ୍ତି। ରମାକାନ୍ତଙ୍କ…