Browsing Tag

jajpur loot

ପୋଲିସ୍ ଘରେ କଳା କନା ବୁଲାଇଲେ ଚୋର, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍

ଯାଜପୁର (କେନ୍ୟୁଜ): ଗୋଟିଏ ରାତିରେ ଦୁଇଟି ଘରୁ ଚୋରି । ଏପରିକି ପୋଲିସ କର୍ମଚାରୀଙ୍କ ଘରେ କଳା କନା ବୁଲାଇଛି ଚୋର । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାମୁବଣିଆରେ ରହୁଥିବା ଜଣେ ପୋଲିସ କର୍ମଚାରୀ ଓ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରମାନେ…

ଯାଜପୁର: ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଗୋଟାଏ ରାତିରେ ଏକାଧିକ ସ୍ଥାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ

ଯାଜପୁର ରୋଡ଼ (କେନ୍ୟୁଜ): କୋରେଇ ଥାନା ଅନ୍ଧାରୀ ପଞ୍ଚାୟତର ଏକାଧିକ ସ୍ଥାନରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।  ଦୁର୍ବୃତ୍ତଙ୍କ ଭୁଜାଲି ମାଡ଼ରେ ଦମ୍ପତ୍ତି ଗୁରୁତର ହୋଇଛନ୍ତି । ଯାଜପୁର ରୋଡ଼ ଏସଡିପିଓ ଚିନ୍ମୟ କୁମାର ନାୟକ ଓ କୋରେଇ ଥାନା ସବ…

ଯାଜପୁର ହରିପୁର ବଜାରରୁ ଦିନ ଦ୍ବିପ୍ରହରରେ ସୁନା ଅଳଙ୍କାର ଲୁଟ ଘଟଣା: ଅଳଙ୍କାର ଜବତ ସହ ୩ଲୁଟେରା ଗିରଫ

ଯାଜପୁର (କେନ୍ୟୁଜ):  କୁଆଖିଆ ଥାନା ହରିପୁର ବଜାରରୁ ଦିନ ଦ୍ବିପ୍ରହରରେ ସୁନା ଅଳଙ୍କାର ଲୁଟ ଘଟଣା। ଏହି ଘଟଣାରେ କୁଆଖିଆ ପୋଲିସ ୩ଜଣ ଲୁଟେରାକୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଯାଜପୁର ଜିଲ୍ଲା ଯଖପୁରା ଥାନା ଦଶମାଣିଆ ଗ୍ରାମର ଅଂଚଳର ରଙ୍ଗା ପ୍ରଧାନ, ଆକାଶ…

ଦିନ ଦ୍ବିପ୍ରହରରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୮ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଯାଜପୁର(କେ.ନ୍ୟୁଜ): ଦିନ ଦ୍ବିପ୍ରହରରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୮ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଘଟଣା ଘଟିଛି ଜେନାପୁର ଥାନା କବାଟବନ୍ଧ ଛକ ନିକଟରେ। ସୂଚନା ଅନୁଯାୟୀ, ଗତ ଚାରି ଦିନ ଧରି ହେବ ବ୍ୟାଙ୍କ ବନ୍ଦ ଥିବା କାରଣରୁ ପେଟ୍ରୋଲ ପମ୍ପର ଟଙ୍କା ଜମା ହୋଇ ନଥିଲା । ଆଜି…

ସୁନା ଦୋକାନରୁ ଗରାଖ ହୋଇ ଲୁଟିନେଲେ ଅଳଙ୍କାର, ସିସିଟିଭିରେ କଏଦ୍ ହେଲା ଭିଜୁଆଲ୍

ଯାଜପୁର (କେନ୍ୟୁଜ) : ଦିନ ଦ୍ଵିପ୍ରହରରେ ସୁନା ଦୋକାନରୁ ଚୋରି। ସିସିଟିଭିରେ କଏଦ ହେଲା ଦୃଶ୍ୟ। ଘଟଣାପରେ ଥାନାରେ ଏତଲା ଦେଲେ ସମ୍ପୃକ୍ତ ସୁନା ଦୋକାନୀ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଓଳାଶୁଣୀ ନାମକ ସୁନା ଦୋକାନରେ। ସୂଚନା ମୁତାବକ, ଦିନ ଦ୍ୱିପ୍ରହରରେ ଦୁଇ…