Below header
Browsing Tag

jal note seized

ରାଜଧାନୀରୁ ୬ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ନକଲି ନୋଟ୍‌ ଜବତ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ବିପୁଳ ପରିମାଣର ଜାଲ୍‌ ନୋଟ୍‌। ପ୍ରାୟ ୬ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ନକଲି ନୋଟ୍‌ ଜବତ ହୋଇଛି। ଖରବେଳନଗର ନିକଟ ଅ଼ଞ୍ଚଳରୁ ଜବତ କରିଛି କମିଶନରେଟ୍‌ ପୋଲିସ। ଗଞ୍ଜାମରୁ ଟଙ୍କା ତିଆରି ମେସିନ୍‌ ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜବତ ସମସ୍ତ…

୮୩ ହଜାର ଟଙ୍କାର ଜାଲ୍ ନୋଟ ଜବତ କଲା ବାରିପଦା ପୋଲିସ୍, ଦୁଇ ଭାଇ ଗିରଫ

ମୟୁରଭଞ୍ଜ: ବାରିପଦାରେ ଜାଲ ନୋଟ କାରବାର । ୮୩ ହଜାର ଟଙ୍କା ଜାଲ ନୋଟ ଜବତ କରିଛି ପୋଲିସ । ଏଥିରେ ସମ୍ପୃକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି ବାରିପଦା ପୋଲିସ । ଗିରଫ ଦୁଇଜଣ ହେଲେ ଝାଡଖଣ୍ଡ ବହଡାଗୋଡା ଅଞ୍ଚଳର ରାସବିହାରୀ ରଣା ଓ ରାକବିହାରୀ ରଣା । ଜାଲ ନୋଟ୍‌ କାରବାର ଚାଲିଥିବା ଖବର ପାଇ…