ଭଉଣୀକୁ କଥା ଦେଇଥିଲା ଭାଇ, ଧୁମ୍ ଧାମ୍ରେ କରିଥାଆନ୍ତେ ବାହାଘର ତା ପୂର୍ବରୁ ସହିଦ୍ ହୋଇଗଲା ଯବାନ୍ ଭାଇ
ଗତକାଲି ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଥିବା ରଜୌରୀରରେ ଆତଙ୍କବାଦୀମାନେ ସେନାର ଏକ ଟ୍ରକ୍ ଓ ଜିପ୍ସି ଉପରେ ହଠାତ୍ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ୍ ହୋଇଥିଲେ । ଏହି ସହିଦ୍ ଯବାନଙ୍କ ମଧ୍ୟରେ କାନପୁରର ଚୌବେପୁରର ଭାଉପୁର ଗାଁର ବାସିନ୍ଦା କରଣ ସିଂହ ସହିଦ୍…