୨ ଡିସେମ୍ବର ୧୯୭୨: ଜମ୍ମୁରେ ପହଞ୍ଚିଥିଲା ସ୍ୱାଧୀନତା ଭାରତର ପ୍ରଥମ ଟ୍ରେନ୍
ଜମ୍ମୁ ରେଲେଓ୍ଵ ଶ୍ରୀନଗର ଏକ୍ସପ୍ରେସ୍ରୁ ଏବେ ଦେଶର ସବୁଠାରୁ ଦ୍ରୁତତମ ବନ୍ଦେଭାରତ ଏକ୍ସପ୍ରେସ୍ ପଯ୍ୟର୍ନ୍ତ ନିଜର ଲମ୍ବା ଯାତ୍ରା ପୂରଣ କରିଛି। ୪୭ ବର୍ଷ ପୂର୍ବରୁ ଆଜିର ଦିନ ୨ ଡିସେମ୍ବର ୧୯୭୨ରେ ଜମ୍ମୁରେ ପ୍ରଥମ ଯାତ୍ରୀବାହି ଟ୍ରେନ୍ ପହଞ୍ଚିଥିଲା। ୧ ଡିସେମ୍ବରରେ ନୂଆଦିଲ୍ଲୀରୁ…