Below header
Browsing Tag

Jamtara gang

ଭୁବନେଶ୍ୱରରୁ ୪ ଇଞ୍ଜିନିୟରିଂ ଛାତ୍ର ନିଖୋଜ ଘଟଣା; ଜମତରା ଗ୍ୟାଙ୍ଗ ସହ ଛାତ୍ରଙ୍କ ଲିଙ୍କ୍‌ ଥିବା ସୂଚନା

ଭୁବନେଶ୍ବର(କେନ୍ଯୁଜ୍): ନିଖୋଜ ଇଞ୍ଜିନିୟରିଂ ଛାତ୍ରଙ୍କୁ ନେଇ ମିଳିଲା ସାଂଘାତିକ ତଥ୍ୟ। ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରୁ ନିଖୋଜ ୪ ଇଞ୍ଜିନିୟରିଂ ଛାତ୍ରଙ୍କ କୁଖ୍ୟାତ ଜମତରା ଗ୍ୟାଙ୍ଗ ଲିଙ୍କ ଥିବା ଜଣାପଡିଛି। ସେମାନଙ୍କୁ ସମ୍ବଲପୁର ଅଇଁଠାପାଲି ଠାରେ ଠାବ କରିବା ପରେ ଗିରଫ କରିଛି ପୋଲିସ।…

ଠକ କେମିତି କରୁଛି କଲ୍‌, ଦେଖାଇଲା ଡେମୋ; ଭିଡିଓ ଜାରି କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର(କେନ୍ଯୁଜ୍): ଜମତାରା ଗ୍ୟାଙ୍ଗର ଠକେଇ ଭିଡିଓର ଡେମୋ । ଠକ କେମିତି କରୁଛି କଲ କ୍ରାଇମବ୍ରାଞ୍ଚ ଆଗରେ ଦେଖାଇଲା ଡେମୋ । ଭିଡିଓ ଜାରି କଲା କ୍ରାଇମବ୍ରାଞ୍ଚ । KYC ଅପଡେଟ ନାଁରେ ଗ୍ୟାଙ୍ଗର ସଦସ୍ୟମାନେ ଗ୍ରାହକଙ୍କୁ ଠକି ଚାଲିଛନ୍ତି । ଏବେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଠକେଇ…

ଜାଣନ୍ତୁ କଣ ଏହି “ଜମତାରା ଗ୍ୟାଙ୍ଗ”, କେମିତି ଓ କେଉଁ ପର୍ଯ୍ୟନ୍ତ ଲମ୍ବେ ଏମାନଙ୍କ ଚେର

କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ ଉଭାହେଇଛି ଠକେଇର ନୂଆ ଫଣ୍ଡା । ଜୋରସୋର ମାତିଛନ୍ତି "ଜମତରା ଗ୍ୟାଙ୍ଗ" । ସକ୍ରିୟ ହୋଇଯାଇଛି ଝାଡଖଣ୍ଡର ଜମତରା ଗ୍ୟାଙ୍ଗ । ନିଜକୁ SBI କର୍ମଚାରୀ ପରିଚୟ ଦେଇ ସାଇବର ଫ୍ରଡର ସାହାରା ନେଇ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । କିନ୍ତୁ ଏଭିତରେ ଅନେକଙ୍କ…

ଟ୍ବିନ୍ ସିଟିରେ ମାତିଛନ୍ତି ଝାଡଖଣ୍ଡର ଜମତରା ଗ୍ୟାଙ୍ଗ, ଜନସାଧାରଣଙ୍କୁ ସତର୍କ କରାଇଲା କମିଶନରେଟ୍‌ ପୋଲିସ୍

ଭୁବନେଶ୍ବର: ରାଜଧାନୀରେ ଠକେଇର ନୂଆ ଫଣ୍ଡା । ମାତିଛନ୍ତି ଜମତରା ଗ୍ୟାଙ୍ଗ । ଭୁନେଶ୍ୱରରେ ସକ୍ରିୟ ରହିଛି ଝାଡଖଣ୍ଡର ଜମତରା ଗ୍ୟାଙ୍ଗ । ନିଜକୁ SBI କର୍ମଚାରୀ ପରିଚୟ ଦେଇ ଠକେଇ କରୁଛନ୍ତି । ଆକାଉଣ୍ଟରୁ ଆଖି ପିଛୁଳାକେ ଗାଏବ ହୋଇଯାଉଛି ଲକ୍ଷ ଲକ୍ଷ ଟଙ୍କା । ଏନେଇ ଏକ ଭିଡିଓ ଜାରି କରିଛି…