ଠକ କେମିତି କରୁଛି କଲ୍‌, ଦେଖାଇଲା ଡେମୋ; ଭିଡିଓ ଜାରି କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର(କେନ୍ଯୁଜ୍): ଜମତାରା ଗ୍ୟାଙ୍ଗର ଠକେଇ ଭିଡିଓର ଡେମୋ । ଠକ କେମିତି କରୁଛି କଲ କ୍ରାଇମବ୍ରାଞ୍ଚ ଆଗରେ ଦେଖାଇଲା ଡେମୋ । ଭିଡିଓ ଜାରି କଲା କ୍ରାଇମବ୍ରାଞ୍ଚ । KYC ଅପଡେଟ ନାଁରେ ଗ୍ୟାଙ୍ଗର ସଦସ୍ୟମାନେ ଗ୍ରାହକଙ୍କୁ ଠକି ଚାଲିଛନ୍ତି । ଏବେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଠକେଇ ଭିଡିଓର ଡେମୋ କରବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ।

ଖୁବଶୀଘ୍ର କ୍ରାଇମବ୍ରାଞ୍ଚ ଟିମ ମୁମ୍ବାଇ ଯାଇ ବ୍ୟାଙ୍କ ଡାଟା ଦେଉଥିବା ବ୍ୟକ୍ତିକୁ ପଚରା ଉଚରା କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.