Browsing Tag

jawan death

ସେନା କର୍ମଚାରୀଙ୍କୁ ସଂଘବଦ୍ଧ ହତ୍ୟା ଘଟଣାରେ ୫ଜଣ ଗିରଫ

ସେନା କର୍ମଚାରୀଙ୍କୁ ସଂଘବଦ୍ଧ ହତ୍ୟା ଘଟଣାରେ ୫ଜଣ ଗିରଫ। ୫ ଅଭିଯୁକ୍ତଙ୍କୁ ଗିରଫ କଲା ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ପୋଲିସ। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା କହିଛି ପୋଲିସ। ଡିସେମ୍ବର ୩ ତାରିଖରେ କାଳୀପଲ୍ଲୀ ଗାଁର ସେନା କର୍ମଚାରୀ ଜି. ଡିଲେଶ୍ବର ପାତ୍ରଙ୍କ ଉପରେ ହୋଇଥିଲା…

ଭଉଣୀର ବାହାଘର ସାରି କର୍ମକ୍ଷେତ୍ରକୁ ଫେରୁଥିବାବେଳେ ଆସିଲା ଯବାନ୍ ଭାଇର ମୃତ୍ୟୁ ଖବର, କାନ୍ଦ ବୋବାଳିରେ ଫାଟିଲା ଗାଁ…

ବାରିପଦା(କେନ୍ୟୁଜ୍‌): ଭଉଣୀର ବାହାଘର ସାରି କର୍ମକ୍ଷେତ୍ରକୁ ଫେରୁଥିବାବେଳେ ଆସିଲା ଭାଇର ମୃତ୍ୟୁ ଖବର। ଗତ ଶନିବାର ଗାଁରେ ପହଞ୍ଚିଥିଲା ମୃତ ଯବାନ ଚନ୍ଦ୍ରକାନ୍ତଙ୍କ ମୃତଦେହ। ତାଙ୍କ ମରଶରୀର ତାଙ୍କ ପୈତୃକ ଗାଁ ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଖାନୁଆ ଗାଁରେ ପହଞ୍ଚିବା ପରେ ଶୋକାକୂଳ…

କ୍ୟାନସର ନେଇଗଲା ଓଡ଼ିଆ ଯବାନ୍‌ଙ୍କ ଜୀବନ

ଗଞ୍ଜାମ (କେନ୍ୟୁଜ୍‌) : ଛତିଶଗଡ଼ରେ ଓଡ଼ିଆ ଯବାନ୍‌ଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ପଦାଦିଗି ପଂଚାୟତ ନୂଆପେଣ୍ଠ ଗାଁର ସିଆରପିଏଫ୍‌ ଯବାନ ସୁନୀଲ ନାୟକ। ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ସୁନୀଲ କର୍କଟ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ହାଇଦ୍ରାବାଦର ଏକ ହସପିଟାଲରେ…

ନବ ବର୍ଷରେ ଖିଚିଂ ମାଟିର ବୀର ଯବାନ ଯଦୁମଣି ନାଏକଙ୍କ ମୃତ୍ୟୁ, ରାଷ୍ଟ୍ରୀୟ ସମ୍ମାନ ସହିତ ସମ୍ପନ୍ନ ହେଲା ଶେଷକୃତ୍ୟ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଅନ୍ତର୍ଗତ ଖିଚିଂ ଗ୍ରାମର ସି ଆର୍ ପି ଏଫ୍ ଯବାନ ଯଦୁମଣି ନାଏକଙ୍କ ଗତକାଲି ମୃତ୍ୟୁ ହୋଇଛନ୍ତି ।କିଛି ଦିନ ହେବ ସେ ଭୁବନେଶ୍ୱର ଏକ ଘୋରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ତାଙ୍କ ମୃତଶରୀର…

ଯବାନ ଗୁଳିରେ ଗଲା ଯବାନଙ୍କ ଜୀବନ, ଛତିଶଗଡ଼ ବିଜାପୁର ଫରସେଗଡ଼ CAF କ୍ୟାମ୍ପରେ ଦୁଇ ଜଣଙ୍କ ମଧ୍ୟ ବଚସାରୁ ଗୁଳିମାଡ଼

ମାଲକାନଗିରି(କେନ୍ୟୁଜ୍): ଯବାନଙ୍କ ଗୁଳିରେ ଗଲା ଯବାନଙ୍କ ଜୀବନ । ମୃତକ ହେଲେ ରବି ରଞ୍ଜନ । ଏଥିରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ବିଜାପୁର ମେଡିକାଲରେ ଚିକିତ୍ସା କରାଯାଉଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରର ଫରସେଗଡ଼ ସିଏଏଫ କ୍ୟାମ୍ପରେ ଜଣେ ଯବାନ…