Below header
Browsing Tag

JEE exam in odisha

ଆଜିଠୁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ଯାୟ ଜେଇଇ ମେନ୍‌ ପରୀକ୍ଷା

ଭୁବନେଶ୍ବର: ଆଜିଠୁ ପ୍ରଥମ ପର୍ଯ୍ଯାୟ ଜେଇଇ ମେନ୍‌ ପରୀକ୍ଷା । ଏନଟିଏ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଚଳିତ ବର୍ଷ ୪ଟି ପର୍ଯ୍ଯାୟରେ ହେବ । ପ୍ରଥମ ପର୍ଯ୍ଯାୟ ଫେବ୍ରୁଆରୀ ୨୩ରୁ ଆରମ୍ଭ ହୋଇ ୨୬ ତାରିଖ ଯାଏ ଚାଲିବ । ୨ଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ…

ବ୍ରହ୍ମପୁରରେ ଜେଇଇ ମେନ୍‌ ପରୀକ୍ଷା ଦେବାକୁ ପିପିଇ କିଟ୍‌ ପିନ୍ଧି ଆସିଲେ କରୋନା ପଜିଟିଭ୍‌ ଛାତ୍ର

ବ୍ରହ୍ମପୁର: ବ୍ରହ୍ମପୁରରେ ଜେଇଇ ମେନ୍‌ ପରୀକ୍ଷା ଦେବାକୁ ପିପିଇ କିଟ୍‌ ପିନ୍ଧି ଆସିଲେ କରୋନା ପଜିଟିଭ୍‌ ଛାତ୍ର । ଆମ୍ବୁଲାନ୍ସ ଯୋଗେ ଆସି ପରୀକ୍ଷା କେନ୍ଦ୍ରରେ ପହଂଚିଥିଲେ । ଆମ୍ବୁଲାନ୍‌ସରେ ଆସି ସିଧାସଳଖ ପରୀକ୍ଷା କେନ୍ଦ୍ରକୁ ପେରବେଶ କରିଥିଲେ। ବ୍ରହ୍ମପୁରରେ ଜେଇଇ ମେନ୍‌ ପରୀକ୍ଷା…

ଜେଇଇ ମେନ୍‌ ପରୀକ୍ଷାର ଆଜି ଦ୍ୱିତୀୟ ଦିନ, କୋଭିଡ୍‌ ସ୍ଥିତିକୁ ଦେଖି ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ଜେଇଇ ମେନ୍‌ ପରୀକ୍ଷାର ଆଜି ଦ୍ୱିତୀୟ ଦିନ । କୋଭିଡ କଟକଣା ଭିତରେ ଗତକାଲିଠୁ ଆରମ୍ଭ ହୋଇଛି ପରୀକ୍ଷା । ରାଜ୍ୟର ପ୍ରାୟ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ୭ଟି ସହରର ୨୬ଟି ସେଣ୍ଟର କରାଯାଇଛି । ଦୁଇଟି ସିଫ୍‌ଟି ପରୀକ୍ଷା ହେଉଛି । କୋଭିଡ୍‌ ସ୍ଥିତିକୁ ଦେଖି ରାଜ୍ୟ…