ଜାନଭୀ କପୁର ପପ୍ ସିଙ୍ଗର ରିହାନାଙ୍କ ସହ ‘ଝିଙ୍ଗଟ୍’ ସଙ୍ଗ୍ରେ କଲେ ଡ୍ୟାନ୍ସ, ଭାଇରାଲ ହେଉଛି ଭିଡିଓ
ବର୍ତ୍ତମାନ ଅନେକ ବଡ ବଡ ସେଲିବ୍ରିଟି ଜାମନଗରରେ ଅଛନ୍ତି । ତେବେ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ମ୍ୟାରେଜ୍ ହେବାକୁ ଯାଉଛି । ତେବେ ଅନନ୍ତ ଅମ୍ବାନୀ ଖୁବ୍ ଶୀଘ୍ର ରାଧିକା ମର୍ଚ୍ଚାଣ୍ଟଙ୍କୁ ବିବାହ କରିବେ । ସେମାନଙ୍କର ପ୍ରି ୱେଡିଂ ସେଲିବ୍ରେସନ୍ରେ…