Browsing Tag

journalist dead

ମୃତ୍ୟୁ ପରେ  ଆଉ କାହାର ଦୁନିଆକୁ ଆଲୋକିତ କରିବେ ଅଶୋକ, ସ୍ତ୍ରୀ କରାଇଲେ ଚକ୍ଷୁଦାନ

ଭୁବନେଶ୍ବର(କେନ୍ୟୁଜ୍):  ଅମର ହୋଇ ରହିବେ ଅଶୋକ। ମୃତ୍ୟୁ ପରେ  ଆଉ କାହାର ଦୁନିଆକୁ ଆଲୋକିତ କରିବେ ଅଶୋକ । କାରଣ ଆଜି କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗ୍‌ହରେ ଆଖିଦାନ କରାଇଛନ୍ତି ଅଶୋକଙ୍କ ସ୍ତ୍ରୀ।  ଅଶୋକଙ୍କ ମୃତ୍ୟୁ ପରେ ଦୁଃଖକୁ  ଚାପି ରଖି ସ୍ତ୍ରୀ ସୁଜାତା ପଣ୍ଡା ସ୍ବାମୀ…

ଚିକିତ୍ସାଧୀନ ଅବସ୍ଥାରେ ବରିଷ୍ଠ ସାମ୍ବାଦିକଙ୍କ ଦେହାନ୍ତ, ଠାକୁରମୁଣ୍ଡା ଅଞ୍ଚଳରେ ଶୋକର ଛାୟା

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଜେନାଙ୍କ ଦେହାନ୍ତ।  ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ କଟକ ବଡ ଡାକ୍ତରଖାନାରେ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କର ୬୧ ବର୍ଷ ବୟସ ହୋଇଥିଲା।ତାଙ୍କ ମୃତ୍ୟୁ…

ରାଜ୍ୟରେ ସାମ୍ବାଦିକଙ୍କୁ ଟାର୍ଗେଟ କରୁଛି କରୋନା, ପୁଣି ଜଣେ ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କର…

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ସାମ୍ବାଦିକଙ୍କୁ  ଟାର୍ଗେଟ କରୁଛି କରୋନା। ଗତ ୪ ଦିନ ଭିତରେ ପାଖାପାଖି ୬ରୁ ଅଧିକ ସାମ୍ବାଦିକଙ୍କ ଜୀବନ ନେଇଛି ଏହି କିଲର ଭାଇରସ। ଆଜି ଆଉ ଜଣେ ଆଗାଧାଡିର ଓ ବରିଷ୍ଠ  ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କର କରୋନାରେ ପରଲୋକ ହୋଇଛି ।  ଟାଇମସ୍ ଅଫ…

ଓଡିଶାର ପ୍ରଥମ ଘଟଣା, କରୋନାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବାର ସୂଚନା

କେନ୍ୟୁଜ୍(ବ୍ୟୁରୋ):  ଓଡିଶାର ପ୍ରଥମ କରୋନା ଯୋଦ୍ଧାଙ୍କର କରୋନାରେ ମୃତ୍ୟୁ। ମୃତକ ଜଣକ ହିଞ୍ଜିଳୀର  ଜଣେ ସମ୍ବାଦିକ ବୋଲି ସୂଚନା ମିଳିଛି। କୁହାଯାଉଛି  କିଛି ଦିନ ତଳେ ସାମ୍ବାଦିକ ଜଣକ କରୋନାରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଶିତଳାପାଲ୍ଲୀ କୋଭିଡ ହସ୍ପିଟାଲ ଚିକିତ୍ସିତ ହେଉଥିଲେ ପରେ…